ଭୋଟର ଲିଷ୍ଟରୁ ୯ ଲକ୍ଷରୁ ଉର୍ଦ୍ଧ୍ୱ ବାଦ: ସିଇଓ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡିଶାରେ ମେ ୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର । ଏନେଇ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରସ୍ତୁତି , ପ୍ରଶିକ୍ଷଣ ମୁଦ୍ରଣ କାର୍ଯ୍ୟ ମେ ୨୦ରୁ ୨୯ ଯାଏଁ ଚାଲିବ । ମେ ୩୦ ତାରିଖରୁ ଘରକୁ ଘର ବୁଲିବେ ବିଏଲଓ । ରାଜ୍ୟରେ!-->…