ନବରଙ୍ଗପୁରରେ ନିଆରା ବାହାଘର। କିନ୍ନର ସାଜିଲେ ନବବଧୂ
ନବରଙ୍ଗପୁର ରେ ଦେଖିବାକୁ ମିଳିଛି ନିଆରା ବାହାଘର। ଜଣେ ଯୁବକ ବାହା ହୋଇଛନ୍ତି କିନ୍ନର ଯୁବତୀ ଙ୍କୁ, ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତି ନେଇଛନ୍ତି ନବ ଦମ୍ପତି। ଉମରକୋଟ ରେ ଥିବା କିନ୍ନର ଆଖଡ଼ା ଗୃହରେ ଅତି ଧୁମ ଧାମରେ ଗତ ସୋମବାର ଦିନ ସମ୍ପର୍ଣ୍ଣ ହୋଇ ଯାଇ ଅଛି।!-->…