ଆସନ୍ତା ୩୧ ତାରିଖ ଯାଏଁ ଚାଷୀ ପଞ୍ଜିକରଣର ଶେଷ ତାରିଖ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ୨୦୨୬-୨୭ ବର୍ଷ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଆସନ୍ତା ୩୧ ତାରିଖ ଯାଏଁ ଚାଲିବ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ସେବା ସମବାୟ ସମିତି କିମ୍ବା…

ଶିକ୍ଷା, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଜୋର ଦେଲା ବ୍ରିକ୍ସ ମଞ୍ଚ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ। ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର…

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ!ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ କରି ଆୟୁଷ୍ମାନ ଭାରତ ସହ ମିଶାଇବାକୁ ଉଦ୍ୟମ କରୁଛି ରାଜ୍ୟ ସରକାର | ଏହି ଖବର ପ୍ରଘଟ ହେବା ପରେ ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।ସେହିପରି ଓଡ଼ିଶା ୟୁନିୟନ…

ଅଗଷ୍ଟ ୧୩ ଯାଏଁ ମହାପ୍ରଭୁ ଜଗନ୍ନାଥଙ୍କ ଆନିମେସନ ଫିଲ୍ମ ହୋଇପାରିବନି ରିଲିଜ୍

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ପୁଣି ଲାଗିଲା ରୋକ। ବଜାୟ ରହିଲା ପୂର୍ବରୁ ଜାରି ହୋଇଥିବା ସ୍ଥିତାବସ୍ଥା। ଅଗଷ୍ଟ ୧୩ ଯାଏଁ ଆନିମେସନ ଫିଲ୍ମ ହୋଇପାରିବନି ରିଲିଜ୍। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କୁ କାର୍ଟୁନ ରୁପରେ ଉପସ୍ଥାପନ…

ବଲାଙ୍ଗିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ , ସେପ୍ଟେମ୍ବର ୧୫ରେ ହେବ ନବାନ୍ନ ଲାଗି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ସକାଳ ୯ଟା ୩୬ ମିନିଟରୁ ଦିନ ୧୦ଟା ୧୦ ମିନିଟରେ ମଧ୍ୟରେ ମାଆ ପାଟଣେଶ୍ୱରୀ,ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିହେବ । ପରେ ବଲାଙ୍ଗିର…

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରଧାନମନ୍ତ୍ରୀଙ୍କ ସ୍ବଦେଶୀ ବାର୍ତ୍ତା

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ…

ବଢ଼ୁଛି ରେଭେନ୍ସା ବିବାଦ, ବାଚସ୍ପତିଙ୍କ ପାଖରେ ଦାଖଲ ଅଭିଯୋଗ ପ୍ରତ୍ୟାହାର ଦାବି

ଭୁବନେଶ୍ୱର (ରାଜ୍ୟ କାହାଣୀ )ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦରେ ଲାଗୁନି ବ୍ରେକ। ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର କାଉଣ୍ଟର। ସଂଘ କହିଛି, ବିଧାୟକ ସିନେଟ ମେମ୍ବର ନୁହଁନ୍ତି। ବିଶ୍ବବିଦ୍ୟାଳୟର ସିନେଟ୍ ଗଠନ ପ୍ରକ୍ରିୟା ଏଯାବତ୍ ଶେଷ ହୋଇନାହିଁ…

ଫେସବୁକରେ ବନ୍ଧୁତାରୁ ପ୍ରେମ ହେଲା କାଳ । ଦୁଷ୍କର୍ମ ଅଭିଯୋଗରେ ଜଣେ ଡେଲିଭରୀ ବଏ ଗିରଫ

ଫେସବୁକରେ ବନ୍ଧୁତାରୁ ପ୍ରେମ । ଦୁଷ୍କର୍ମ ଅଭିଯୋଗରେ ଜଣେ ଡେଲିଭରୀ ବଏକୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ହରେକୃଷ୍ଣ ମହାନ୍ତି ।ଗଞ୍ଜାମ ଜିଲ୍ଲାର ପୀଡ଼ିତା ଯୁବତୀ ଭୁବନେଶ୍ଵରରେ ଚାକିରି ଅନ୍ଵେଷଣରେ ଥିଲେ। ହରେକୃଷ୍ଣ ଏଠାରେ ରହି ଡେଲିଭରୀ ବଏ ଭାବେ କାମ…

ସୁନା-ରୂପା ଦରରେ ନିଆଁ:ରେକର୍ଡ ଛୁଇଁଲା ଅଳଙ୍କାର ମୂଲ୍ୟ

ଆଜି ସୁନା ଓ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ, ୨୨ କ୍ୟାରେଟ ସୁନା ସହ ରୂପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୯,୭୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୭,୨୫୦ ଟଙ୍କାକୁ…

ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଉପରେ ରହିଛି।ଆଜି ପ୍ରବଳରୁ…