ଏହି ଜିନିଷକୁ ଦେହରୁ ଅଲଗା କରନ୍ତିନି ସଲମାନ, କାରଣ ଜାଣନ୍ତୁ

ସଲମାନ ହାତରେ ରୂପାର ଶିକୁଳିରେ ଏହି ନିଳ ରଙ୍ଗର ପଥରକୁ ବାନ୍ଧି ରଖିଛନ୍ତି। ଯାହାକୁ ସେ ଦେହରୁ ନିମିଷେ ବି ପୃଥକ ହେବାକୁ ଦେଉନାହାନ୍ତି।

ଏହା କୌଣସି ଷ୍ଟାଇଲିସ ବ୍ରେସ୍‌ଲେଟ୍‌ ନୁହେଁ ।ଏହା ଏକ ଗ୍ରହରତ୍ନ ଖଚିତ ବ୍ରେସଲେଟ୍‌ ଯାହକୁ ତାଙ୍କ ପିତା ତାଙ୍କୁ ଶୁଭକାମନାରେ ପ୍ରଦାନ କରିଛନ୍ତି। ଯାହା ଏବେ ତାଙ୍କ ସଫଳ କ୍ୟାରିୟରର ଚାବିକାଠି ପାଲଟିଛି ।

ଏହା ଏକ ବିଶେଷ ଧରଣର ରତ୍ନପଥର ଓ ଭାରତରେ ମିଳେନା। କେବଳ ଏହି ରତ୍ନ ପଥର ଯୋଗୁ ସଲମାନ ସବୁପ୍ରକାର ବିବାଦରୁ ଦୂରରେ ସଫଳତାର ସିଡି ଚଢିଚାଲିଛନ୍ତି। ବ୍ରେସ୍‌ଲେଟ୍‌ରେ ଲାଗିଥିବା ରତ୍ନ ପଥରଟି ହେଉଛି ଇମ୍ପୋର୍ଟେଡ ଫିରୋଜା ଷ୍ଟୋନ। ୧.୭୫ ମିଲିମିଟର ଚୌଡାର ୧୦୦ ଗ୍ରାମ ଓଜନ ରୂପା ବ୍ରେସ୍‌ଲେଟ୍‌ରେ ସଲମାନ ତାକୁ ଦେହ ସହ ବାନ୍ଧି ରଖିଛନ୍ତି। ଫିଲ୍ମ ହେଉ କି ସାର୍ବଜନିକ ଜୀବନ ସବୁଠି ଏବେ ରାଜ କରୁଛି ସଲମାନଙ୍କ ଏହି ବ୍ରେସ୍‌ଲେଟ୍। ଯାହାକୁ ତାଙ୍କ ଲାଗି ଲକି ଚାର୍ମବି କୁହାଯାଇପାରେ।ଏହାର ଦାମ ୫୦ରୁ ୬୦ ହଜାର ଟଙ୍କା ମଧ୍ୟରେ।

Leave A Reply

Your email address will not be published.