Browsing Category

ବାଣିଜ୍ୟ

ସୌର ଉପକରଣ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ପ୍ରକୃଷ୍ଠ ସ୍ଥାନ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ୱରରେ ନୀତି ଆୟୋଗ ଭାରତ ସରକାରଙ୍କ ସହଯୋଗରେ ଏଆଇସି-ଏନଆଇଟିଏଫ ସ୍ଥାପିତ ହୋଇଯାଇଛି । ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି କେନ୍ଦ୍ରଟି ଷ୍ଟାର୍ଟ ଅପ ଓ ଉଦ୍ୟୋଗୀଙ୍କ ପାଇଁ ଅନ୍ୟତମ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟକରିବ । ପୂର୍ବ ଭାରତରେ ଏହା

Vodafone ଆଣିଲା ନୂଆ ପ୍ରିପେଡ଼ ପ୍ଲାନ

ଭୋଡ଼ାଫୋନ କମ୍ପାନୀ ଏବେ ୧୮୦ ଦିନ ବୈଧତା ବିଶିଷ୍ଟ ଏକ ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିପାରିବ । କମ୍ପାନୀ ଏହି ପ୍ଲାନର ଦର ୯୯୭ ଟଙ୍କା ରହିବା ସହ ସବୁ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିପାରିବ । ବର୍ତ୍ତମାନ

ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କମ୍ପାନୀ

ତିନି ବର୍ଷ ପରେ ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କଂପାନୀ । ଟ୍ରାଇ ଦ୍ୱାରା ୨୦୧୯ ଜାରି କରାଯାଇଥିବା ତାଲିକାର ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଦ୍ୱିତୀୟ ସ୍ଥାନରେ ଏୟାରଟେଲ ଥିବା ବେଳେ ତୃତୀୟ ସ୍ଥାନକୁ ଖସିଆସିଛି ଭୋଡାଫୋନ ଆଇଡିଆ । ରିପୋର୍ଟ ଅନୁସାରେ ନଭେମ୍ବର

ପ୍ରାକ ବଜେଟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(ରାଜ୍ୟକାହାଣୀ): ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ହୋଇ ବିଶେଷାନଜ୍ଞ ମାନଙ୍କ ମତାମତ ନିଆଯାଇଛି। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭା ରେ ଉପସ୍ଥାପିତ ହୋଇପରେ ରାଜ୍ୟ ବଜେଟ । ଏହା ପୂର୍ବରୁ ବିଭାଗ

ନୂଆ ମୋବାଇଲ app ଲଞ୍ଚ କଲା sbi

ନୂଆଦିଲ୍ଲୀ(ରାଜ୍ୟ କାହାଣୀ) ନୂଆ ସହାୟତା ଆପ୍ ଲଞ୍ଚ କଲା ଏସବିଆଇ। ଯାହାର ନାମ ରଖିଛନ୍ତି ‘SBI Quick’ । ଗ୍ରାହକ କେବଳ ଏସଏମଏସ ଅଥବା ମିସ୍ଡ କଲ ମାଧ୍ୟମରେ ଏହାର ସୁବିଧା ପାଇପାରିବେ। ଏହି ସୁବିଧା ଦ୍ୱାରା ଗ୍ରାହକମାନେ ନିଜ ଆକାଉଣ୍ଟ ସମ୍ପର୍କିତ ବିଭିନ୍ନ ସେବା ଯେପରିକି ବାଲାନ୍ସ,

ଏମଏସଏମଇ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ ଉଦଘାଟିତ

ଭୁବନେଶ୍ୱର(ରାଜ୍ୟକାହାଣୀ): ଓଡିଶା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦କୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳା ଭୁବନେଶ୍ୱର ସ୍ଥିତ ଇଡ୍କଲ ପ୍ରଦର୍ଶନୀ ପଡିଆ ଠାରେ ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ

ନୀଳାଚଳ ଇସ୍ପାତରୁ ହେବ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ(ରାଜ୍ୟକାହାଣୀ): ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ NINLରେ ଥିବା ୬ଟି ଅଂଶୀଦାରଙ୍କ

BSNLର ବଡ଼ ଘୋଷଣା, ଗ୍ରାହକଙ୍କ ପାଇଁ ଆଣିଲା ନୂଆ ଅଫର

ଟେଲିକମ୍‌ କମ୍ପାନୀ ‘BSNL’ ନିଜ ଗ୍ରାହକମାନଙ୍କ ପାଇଁ ୯୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କରିଛି। କମ୍ପାନୀ ଏହି ପ୍ଲାନ୍‌କୁ ‘BSNL Vasantham Gold Plan’ ବା ‘PV 96’ ନାଁ ଦେଇଛି। ଏଥିରେ ୟୁଜରମାନଙ୍କୁ ୯୦ ଦିନର ବୈଧତା ମିଳିବ। ଏହି ପ୍ଲାନ୍‌ ସହିତ ମିଳିବାକୁ ଥିବା ଲାଭର

ବଜାରକୁ ଆସିଲା ଏୟାରଟେଲର ଦମ୍‌ଦାର ପ୍ଲାନ୍

ନୂଆଦିଲ୍ଲୀ(ରାଜ୍ୟକାହାଣୀ) : ଭାରତର ଟେଲିକମ ବଜାରକୁ ଦମଦାର ପ୍ଲାନ ଆଣିଛି ଭାରତୀୟ ଟେଲିକମ ସଂସ୍ଥା ଏୟାରଟେଲ । ଟେଲିକମ ସଂସ୍ଥା ଏୟାରଟେଲ ମାତ୍ର ୨୭୯ ଓ ୩୭୯ଟଙ୍କାର ଦୁଇଟି ପ୍ରିପେଡ ପ୍ଲାନ ଆଣିଛି । ଦୁଇଟି ପ୍ଲାନ ଦ୍ବାରା କିଣିବା ଦ୍ବାରା ଆପଣମାନଙ୍କୁ ଜୀବନ ବୀମା ସହ କ୍ୟାସବ୍ୟାକ ଭଳି

ପୂରୁଣା ମୋବାଇଲରେ ବନ୍ଦ ହେବ ହ୍ୱାଟସ ଆପ

ନୂଆଦିଲ୍ଲୀ(ରାଜ୍ୟକାହାଣୀ): ନୂଆବର୍ଷ ଆରମ୍ଭ ପୂର୍ବରୁ ହ୍ୱାଟସ ଆପ କିଛି ଫୋନରେ ବନ୍ଦ ହେବାକୁ ଯାଉଛି। କମ୍ପାନୀ ସୂଚନା ମୁତାବକ ୩୧ ଡିସେମ୍ବର ପରେ ଓ୍ବିଣ୍ଡୋଜ ଓ ଓଏସ ଫୋନରେ ହ୍ୱାଟସ ଆପ ବନ୍ଦ ହୋଇଯିବ। ୧ ଫେବୃଆରୀ ୨୦୨୦ ମସିହାରୁ ହ୍ୱାଟସ ଆପ ଆଣ୍ଡ୍ରୋଏଡ଼ ଭର୍ସନ ୨. ୩. ୭ ଏବଂ ଏହା ସହ