କଳିଙ୍ଗ ଜ୍ୟୋତି ସେବା ସଂଗଠନ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳନ
ଭୁବନେଶ୍ୱର(ରାଜ୍ୟକାହାଣୀ)ଭୁବନେଶ୍ୱର ପାତ୍ରପଡାଠାରେ ଥିବା କଳିଙ୍ଗ ଜ୍ୟୋତି ସେବା ସଂଗଠନର କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଦେଶ ସ୍ୱାଧୀନତା ପାଳନ କରୁଥିବା ବେଳେ ସମାଜସେବା ମାଧ୍ୟମରେ ଦଳିତ ,ଗରିବ ଏବଂ ପଛୁଆବର୍ଗ ର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିଯିବା!-->…