ଇତିହାସ ରଚିଲେ ସୁଚିତ୍ରା

ଭୁବନେଶ୍ୱର(ରାଜ୍ୟକାହାଣୀ)ସୁଚିତ୍ରା ପରିଡ଼ା ଓଡିଶା ପାଇଁ ଇତିହାସ ରଚିଛନ୍ତି। ସେ ଏଫ୍-୫୫ ଜାଭଲିନ ରେ ଜାତୀୟ ରେକଡ୍ ନିଜ ନାମରେ କରିଛନ୍ତି। ସେ ୧୭.୨୩ ମି ଫୋପାଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅଗରୁ ଜାତୀୟ ରେକଡ୍ ଉତ୍ତର ପ୍ରଦେଶର ସାକ୍ଷୀ କାସାନା ପୂର୍ବ ଜାତୀୟ ପ୍ରତିଯୋଗିତା ରେ ୧୪.୭୩ ମି ଥିଲା ବେଳେ ସୁଚିତ୍ରା ପରିଡ଼ା ନୂଆ କିର୍ତିମାନ ସ୍ଥାପନ କରିଛନ୍ତି। ଦ୍ୱିତୀୟ ସ୍ଥାନ କୁ ଉତ୍ତର ପ୍ରଦେଶର ସାକ୍ଷୀ କାସାନା ୧୫.୩୩ ମି ପକାଇ ରୋପ୍ୟା ପଦକ ହାସଲ କରିଛନ୍ତି। ତୃତୀୟ ସ୍ଥାନ କୁ ଉତ୍ତରାଖଣ୍ଡ ଗାରୀମା ଯୋଶୀ ୧୫.୨୦ ମି ପକାଇ କାଂସ୍ୟ ପଦକ ହାସଲ କରିଛନ୍ତି।

Leave A Reply

Your email address will not be published.

eighteen + eight =