ଭାଇରାଲ ହେଉଛି ଏହି ଡ୍ୟାନ୍ସ ଭିଡିଓ, ଦେଖନ୍ତୁ

ମୁମ୍ବାଇ(ରାଜ୍ୟ କାହାଣୀ) ଅଭିନେତା କାର୍ତ୍ତିକ ଆରିୟାନ୍ ଏବେ ଦୋସ୍ତାନା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଅଭିନେତା ସବୁବେଳେ ଇନ୍ଷ୍ଟାଗ୍ରାମ୍ରେ ଆକ୍ଟିଭ୍ ଥାନ୍ତି। କେବଳ ଆକ୍ଟିଭ୍ ନୁହେଁ କାର୍ତ୍ତିକ ସବୁବେଳେ ଫ୍ୟାନ୍ଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥାନ୍ତି।

ନୂଆବର୍ଷ ପାଇଁ କାର୍ତ୍ତିକ ନିଜ ଇନ୍ଷ୍ଟାଗ୍ରାମ୍ରେ ଫ୍ୟାନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।କାର୍ତ୍ତିକ ଏକ ନିଆରା ଅନ୍ଦାଜରେ ଫ୍ୟାନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କାର୍ତ୍ତିକ ଇନ୍ଷ୍ଟାରେ ନିଜ ଫଟୋ ଥିବା ଏକ କାର୍ଟୁନ୍ର ଡ୍ୟାନ୍ସ ଭିଡିଓ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ‘ନାଚ୍ତେ ନଚାତେ ନୟା ସାଲ ଭି ଆ ଗୟା ୨୦୨୦। ନୂଆବର୍ଷର ଅଭିନନ୍ଦନ।’ କାର୍ତ୍ତିକଙ୍କର ଏହି ଭିଡିଓକୁ ଫ୍ୟାନ୍ମାନେ ଖୁବ୍ ପସନ୍ଦ କରିଛନ୍ତି।

Leave A Reply

Your email address will not be published.