ବୋଲଡ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ଦେଲେ ଶୁଭେଚ୍ଛ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଦିଶା ପଟାନି । ଅଧିକାଂଶ ସମୟରେ ଦିଶା ନିଜ ଗ୍ଲାମରର୍ସ ଫଟୋ ଗୁଡିକୁ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଛାଡ଼ିଥାନ୍ତି । ୨୦୨୦ ମସିହା ନୂଆ ବର୍ଷର ଶୁଭକାମନା ବି ଦିଶା ନିଜର ଏହି ଅନ୍ଦାଜରେ ହିଁ ଦେଇଛନ୍ତି ।

ନିଜର କେତେ ଗୁଡିଏ ହଟ ଫଟୋ ଗୁଡିକୁ ଦିଶା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫ୍ୟାନ୍ସ ମାନଙ୍କୁ ମଧ୍ୟ ଦିଶାଙ୍କ ଏହି ଅନ୍ଦାଜ ଖୁବ ପସନ୍ଦ ଆସିଛି ।

ଏନେଇ ଫ୍ୟାନ୍ସମାନେ ଲାଇକ୍ସ କରିବାକୁ ପଛାଉ ନାହାନ୍ତି । ଏହା ସହ ଖୁବ ମାତ୍ରାରେ କମେଣ୍ଟସ ମାନ ମଧ୍ୟ ଆସିବାରେ ଲାଗିଛି ।

Leave A Reply

Your email address will not be published.