Browsing Category

ଆଜିର ଖବର

୧୦୦% ଟାରିଫ ଧମକରେ ନଇଁବନି ଭାରତ! ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଭାରତ

ରୁଷିଆ ଓ ଇରାନ ବିରୋଧରେ ନୂଆ ପ୍ରତିବନ୍ଧକ ବ୍ୟବସ୍ଥା ସମ୍ପର୍କିତ ଆମେରିକୀୟ ଆଇନକୁ ନେଇ ଭାରତ ସତର୍କ ନଜର ରଖିଛି। ଆମେରିକା କଂଗ୍ରେସରେ ଋଷ ବିରୋଧୀ ବିଲ୍ ପାସ୍ ହୋଇଛି । ହାଉସ୍ ଅଫ୍ ରିପ୍ରେଜେଣ୍ଟିଭସରେ ଏହାକୁ ପାରିତ କରାଯାଇଛି । ବିଲ୍ ସପକ୍ଷରେ୨୬୦ରୁ ଅଧିକ ଭୋଟ୍ ପଡିଥିଲା । ତେବେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ‘ସରକାର ସବୁବେଳେ ପ୍ରସ୍ତୁତ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି । ତେବେ ଏସବୁ ଆକଳନ ମଧ୍ୟରେ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁବେଳେ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା

ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ନିକଟସ୍ଥ ବାବରାକୋଟ ଗାଁର ।…

UPI ଶୁଳ୍କ ନିଷ୍ପତ୍ତି ପ୍ରତ୍ୟାହାର ହେବ ନାହିଁ ! ଗ୍ରାହକ ନୁହେଁ ବ୍ୟବସାୟୀ ଦେବେ ଚାର୍ଜ

ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର) ଶୁଳ୍କ ଲାଗୁ କରିବା ଲାଗି ହୋଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁଳ୍କ ଲାଗୁ ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିବା ସହ ପ୍ରତ୍ୟାହାର ପାଇଁ ଦାବି…

ଉଧମପୁର ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଏକ ବଡ଼ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ କରିଛନ୍ତି ଜମ୍ମୁ-କାଶ୍ମୀରର ଉଧମପୁରର ବ୍ରାଟାଲ ଅଞ୍ଚଳର ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀ କହିଛନ୍ତି ଯେ, “ଅପରେସନ୍ ସୋହନ” ଅଧୀନରେ ଏହି ଅଭିଯାନ କରାଯାଇଥିଲା ।…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ! ଓଡ଼ିଶାରେ ସେମିକଣ୍ଡକ୍ଟର ହବ୍‌ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର (ରାଜ୍ୟ କାହାଣୀ )ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲ୍ଲୀରେ ରୋଡ ସୋରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଟି ଟିମ୍ ଯାଇଛନ୍ତି । ୟୁରୋପ, ଜାପାନ, ସାଉଥ୍ କୋରିଆ ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଓଡ଼ିଶାରେ…

ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ ।ଗତକାଲି ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ କମିଟି ଦ୍ୱାରା ଏହି ବନ୍ୟପ୍ରାଣୀ ଶିଶୁଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ରକ୍ତ ପରୀକ୍ଷା ରିପୋର୍ଟରୁ ୫…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଦନଗରରେ ଜନ୍ମ ନେଇଥିବା ମୋଦୀ ୭୬ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଭାବେ ବିଭିନ୍ନ ସେବା ଓ ଜନସମ୍ପର୍କ କାର୍ଯ୍ୟକ୍ରମ…

ଆଜି ବିଶ୍ବକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି

ଆଜି ପବିତ୍ର ବିଶ୍ବକର୍ମା ପୂଜା । ବିଶ୍ବକର୍ମା ପୂଜା ଦିନ କାରଖାନା, ମିଲ୍, ଗ୍ୟାରେଜ୍, ଇଞ୍ଜିନିୟରିଂ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବିଶେଷ ଉତ୍ସବର ମାହୋଲ ଥାଏ । ଏହି ଦିନ ଶ୍ରମିକ ଓ କାରିଗରମାନେ ନିଜ ନିଜର ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ କମ୍ପ୍ୟୁଟର ଆଦିକୁ ସଫା କରି…

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଫୁଲ୍ ଭଲିବଲ୍ କୋର୍ଟ (ପଡ଼ିଆ) ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।ଏହି କୋର୍ଟକୁ ଆଇଟିଇଆରର ଡିନ୍…