Browsing Category
ଆଜିର ଖବର
ରାଜ୍ୟରେ ୨୨ରୁ ୨୬ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ଆଣ୍ଡାମାନ ସାଗରରେ ପହଞ୍ଚିବ ଘୂର୍ଣ୍ଣିବଳୟ । ଓଡ଼ିଶାରେ ପୁଣି ବଢ଼ିବ ବର୍ଷା । ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିଥିବାର!-->…
ଲୋକସେବା ଭବନ ପରିସର ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ତଥା ତମାଖୁ ବ୍ୟବହାରର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ!-->…
ସୋଆ ଆଇଡିଏସ୍ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସ୍ବତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ସୋଆ ଆଇଡିଏସ୍ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସ୍ବତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ୨୧ରେ ପରବର୍ତ୍ତୀ ବୈଠକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ଜଳ ବିବାଦର ସମାଧାନ ଆଲୋଚନା ଓ ଭାତୃତ୍ୱପୂର୍ଣ୍ଣ!-->…
ଅଧିକାରୀଙ୍କ ଟେବୁଲରେ ବୁଲା କୁକୁର ଛାଡ଼ିଲେ, ନୋଟ୍ ମାଳ ପିନ୍ଧାଇଲେ ଯୁବନେତା
ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ ରନ୍ଧାୱେ ଏକ ବ୍ୟାଗରେ ବୁଲା କୁକୁରକୁ ଧରି ନିଫାଡ଼ ନଗର ପଞ୍ଚାୟତର ଚିଫ୍ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବ୍ୟାଗ ଖୋଲି!-->…
ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଅକ୍ଟୋବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଆନ୍ତର୍ଜାତିକ ବିମାନ ସେବା । ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ । ଆଗକୁ ଆନ୍ତର୍ଜାତିକ ବିମାନ ସେବା ବାଧାପ୍ରାପ୍ତ ନ ହେବା ପାଇଁ ହବ୍ ଆଣ୍ଡ ସ୍ପୋକ ସର୍ଭିସ୍ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବିମାନବନ୍ଦର!-->…
ବାଉଁଶ ଏବଂ କାଗଜ ଉପରେ ଗୁପଚୁପକୁ ସଜାଯାଇ ଏକ ୧୩ ଫୁଟ ଉଚ୍ଚର ବିରାଟ ଗଣେଶ ମୂର୍ତ୍ତି
ପୁଣେର ଫର୍ଗସନ କଲେଜ ରୋଡରେ ଗୁପଚୁପରେ ଅଦ୍ଭୁଦ କଳାକୃତି ଦେଖିବାକୁ ମିଳିଛି । 21 ହଜାର କଡ଼କଡ଼ିଆ ଗୁପଚୁପକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ଗୁପଚୁପରେ ତିଆରି ହୋଇଛନ୍ତି ଗଜାନନ । ବାଉଁଶ ଏବଂ କାଗଜ ଉପରେ ଗୁପଚୁପକୁ ସଜାଯାଇ ଏକ ୧୩ ଫୁଟ ଉଚ୍ଚର ବିରାଟ ଗଣେଶ ମୂର୍ତ୍ତିର ରୂପ!-->…
ମୋଟରସାଇକେଲରେ ଲିଫ୍ଟ ଦେବା ଆଳରେ 2 ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 5 ଅଟକ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣ ଆଦିବାସୀ ଝିଅଙ୍କୁ ଗଣଦୁଷ୍କର୍ମ । ମୋଟରସାଇକେଲରେ ଲିଫ୍ଟ ଦେବା ଆଳରେ ପାଞ୍ଚ ଜଣ ଯୁବକ ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ବୀରମିତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ ହେବା ପରେ ପାଞ୍ଚ ଜଣ!-->…
ଓଡ଼ିଶା ଡିଜି ନିଯୁକ୍ତି ମାମଲା: ୨୨ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାର ପରବର୍ତ୍ତୀ ଡିଜି ନିଯୁକ୍ତି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ୨୨ ତାରିଖକୁ ଘୁଞ୍ଚିଛି । ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ । ଡିଜି ଚୟନ ପ୍ରକ୍ରିୟାରେ କୌଣସି!-->…
‘ଚିଠି ଲେଖା ଆନ୍ତରିକତା ନା ହାଇ ଭୋଲ୍ଟେଜ୍ ଡ୍ରାମା- ଅରୁଣ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ଶାସକ ଦଳର ନେତାଙ୍କ ଚିଠିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା । ସେ କହିଛନ୍ତି ନିଜ ଲୋକଙ୍କ ସମସ୍ୟା ପାଇଁ ସ୍ୱର ଉଠାଇ ଚିଠି ଲେଖିଥିବା ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ଅରୁଣ । ତେବେ!-->…