Browsing Category

ଆଜିର ଖବର

ଲୋୟର ପିଏମଜିରେ ଛଟେଇ ବିରୋଧରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର

ଭୁବନେଶ୍ଵର(ରାଜ୍ୟ କାହାଣୀ )ସୋମବାର ଦିନ ଶହ ଶହ ସ୍ୱାସ୍ଥ୍ୟ ମିତ୍ର ଭୁବନେଶ୍ୱରର ଲୋୟର ପିଏମଜିରେ ଏକତ୍ରିତ ହୋଇ ସେମାନଙ୍କର ହଠାତ୍ ବହିଷ୍କାର ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଅଲ୍ ଓଡ଼ିଶା ସ୍ୱାସ୍ଥ୍ୟ ମିତ୍ର ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ବିକ୍ଷୋଭକାରୀମାନେ, ପିଲାମାନଙ୍କୁ

ଭିଜିଲାନ୍ସ ଜାଲରେ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ , ୬ ଠିକଣାରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ । ସମ୍ବଲପୁର କାଡ଼ା ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ।ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ ।କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ବା କାଡା ଡିଭିଜନ ସମ୍ବଲପୁରର ନିର୍ବାହୀ ଯନ୍ତ୍ରୀ ଅଛନ୍ତି

ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର(ରାଜ୍ୟ କାହାଣୀ )ମୌସୁମୀ ପ୍ରଭାବରେ ସୋମବାର ରାଜ୍ୟର ପ୍ରାୟ ସବୁଠି ପାଗ ମେଘୁଆ ପାଲଟିଥିଲା ।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ଅନେକ ଅଞ୍ଚଳକୁ ଛୁଇଁସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ପାଇଁ ପାଗ

ନବୀନଙ୍କ ଅଭିଯୋଗ ପରେ ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣାରେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଭୁବନେଶ୍ଵର( ରାଜ୍ୟ କାହାଣୀ)ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ । କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜଣେ ମୃତ ଜମାକାରୀଙ୍କ

ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର

ଭୁବନେଶ୍ୱର (ରାଜ୍ୟକାହାଣୀ )ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ କଲା ପୁଲିସ। ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଜଣେ ମହିଳା ଡାକ୍ତର ଅବିନାଶ ମହାନ୍ତିଙ୍କ ବିରୋଧରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ

୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ ମୌସୁମୀ; ୫ ଦିନ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡିଶା ଛୁଇଁବ । ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ବର୍ଷା ଲାଗି ରହିବ ବୋଲି

ଲକ୍ଷ୍ନୌର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରଛାତ୍ରୀ

ଲକ୍ଷ୍ନୌରେ ଭୟାବହ ଅଗ୍ନିକାଣ୍ଡ । ୧୬ ଜଣଙ୍କ ମୃତ୍ୟୁ ହୋଇଛି, ଏକାଧିକ ଗୁରୁତର । ସୂଚନା ଅନୁସାରେ ନିଆଁ ଏତେ ଭୟଙ୍କର ଥିଲା ଯେ ଭିତରେ ଥିବା ଛାତ୍ରଛାତ୍ରୀମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା । ପ୍ରାଣ ବିକଳରେ କିଛି ଛାତ୍ରଛାତ୍ରୀ କୋଠାର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ।

କୀର ଷ୍ଟାର୍ମରଙ୍କ ଇସ୍ତଫା ପରେ ଆଣ୍ଡି ବର୍ନହାମ ଜୁଲାଇ ୧୭ ସୁଦ୍ଧା ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ!

ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ। ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି।ଲେବର ପାର୍ଟି ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ଜୁଲାଇ ୨୦୨୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କିର୍ ଷ୍ଟାରମର

UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ :ରେଭେନ୍ସା ଆଗରେ

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ । ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ବାହାରିଲା ପ୍ରଥମ କଟ୍ ଅଫ୍ । କଳା, ବାଣିଜ୍ୟ, ବିଜ୍ଞାନ ବର୍ଗରେ ରେଭେନ୍ସା ଆଗରେ ।ରେଭେନ୍ସା କଳା (ରାଜନୀତି ବିଜ୍ଞାନ) କଟ୍ ଅଫ୍ ୯୪.୫୦%। (ବିଜ୍ଞାନରେ) ଫିଜିକ୍ସ ୯୬.୫୦%,

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ଵର,ରାଜ୍ୟ କାହାଣୀ, ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ