Browsing Category
ଆଜିର ଖବର
ଏହି କାରଣ ପାଇଁ ଖେମିନିଙ୍କ ଅନ୍ତିମ ସଂସ୍କାରରୁ ୧୩ ଦେଶ ନିଜକୁ ଦୂରେଇ ରଖିଲେ
ଇରାନକୁ ପ୍ରାୟ ୩୬ ବର୍ଷ ଧରି ଶାସନ କରିଥିବା ଅଲି ଖାମେନି ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଥିଲେ। ଯଦିଓ ଇସଲାମିକ୍ ନିୟମ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଶବ ସତ୍କାର କରାଯାଏ, କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଥିରେ ବ୍ୟତିକ୍ରମ!-->…
ଆଜି ପୁରୀରୁ କୋରାପୁଟ ଗଡ଼ିବ ସ୍ପେଶାଲ ଟ୍ରେନ୍
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ପୁରୀ ରେଳଷ୍ଟେସନରୁ "ପୁରୀ–କୋରାପୁଟ ଉଦ୍ଘାଟନୀ ସ୍ପେଶାଲ ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ "ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଉଦ୍ଘାଟନୀ!-->…
ଭାରତକୁ ଆସୁଛି ୧୫ ସାର ବୋଝେଇ ଜାହାଜ
ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ବୈଶ୍ୱିକ ସପ୍ଲାଇ ଚେନ୍ ଉପରେ ଏହାର ପ୍ରଭାବ ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ରସାୟନ ଓ ସାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ସାର ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ବୋଝେଇ ୧୫ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଜଳସନ୍ଧି!-->…
ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଓଡ଼ିଶାରେ ଏବେ ମୌସୁମୀ ବାୟୁ ପୂରା ସକ୍ରିୟ। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସୋମବାର ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଉତ୍ତର!-->…
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଫିସର ଅଟନ୍ତି। ପୂର୍ବରୁ ସେ କଟକ ଡିସିପି ଭାବେ କାର୍ଯ୍ୟ କରିଥିବାବେଳେ ଅନୁଗୋଳ ଏବଂ!-->…
ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ
ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ ସୁପାରିଶ!-->…
ଦିଲ୍ଲୀ ରେ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନର ସମର୍ଥନରେ, ଭୁବନେଶ୍ବରରେ ଦିନିକିଆ ଅନଶନ ସତ୍ୟାଗ୍ରହ: ନବନିର୍ମାଣ କୃଷକ…
ଭୁବନେଶ୍ବର, ରାଜ୍ୟ କାହାଣୀ: ଗତ ମେ ୩ ତାରିଖରେ ମେଡ଼ିକାଲ ପ୍ରଦେଶିକା ପରୀକ୍ଷା ପାଇଁ ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ଓ ଗତ ୧୦ ବର୍ଷ ଭିତରେ ୨୦୧୫, ୨୦୧୬, ୨୦୨୧, ୨୦୨୪କୁ ମିଶାଇ ୫ ଥର ନିଟ୍ ପେପର ଲିକ୍ ହେବା ଏବଂ ଅନ୍ୟ ପରୀକ୍ଷାଗୁଡ଼ିକ ସହିତ ୮୯ ଥର ହେବା ଘଟଣାକୁ ନେଇ ହୋଇଥିବା!-->…
+2 ଇମ୍ପ୍ରୁଭମେଣ୍ଟରେ କମ୍ ମାର୍କ ରହିଲେ ପୁରୁଣା ମାର୍କସିଟ୍ ବଳବତ୍ତର ରହିବ :CHSE
ଭୁବନେଶ୍ୱର (ରାଜ୍ୟ କାହାଣୀ )ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । । ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପୂର୍ବ ମାର୍କଠାରୁ କମ୍ ନମ୍ବର ଆସିଲେ ମଧ୍ୟ ମୂଳ ଯୁକ୍ତ ଦୁଇ ପରୀକ୍ଷାରେ ମିଳିଥିବା ନମ୍ବର ଯଦି ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ!-->…
ସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା
କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର- ଡିପିସିଓ ୨୦୧୩ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । ଏହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିପାରିବ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ମେଡିକାଲ୍ ଷ୍ଟୋର୍ କିମ୍ବା କମ୍ପାନୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟଠାରୁ!-->…
ଲଘୁଚାପ ଜନିତ ଲଗାଣ ବର୍ଷାରେ ଟ୍ୱିନ ସିଟି ସ୍ଥିତି ବେହାଲ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅବିରତ ବର୍ଷୁଛି । ତୁହାକୁ ତୁହା ବର୍ଷା । ରାସ୍ତାରେ ଚାଲୁଛି ବର୍ଷା ପାଣି । ଜନଜୀବନ ଅସ୍ତବ୍ୟସ୍ତ । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଟ୍ୱିନ ସିଟିରେ!-->…