Browsing Category

ଆଜିର ଖବର

୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫(ଡିସେମ୍ବର ୧୦ ରୁ ୧୬ ଜନସାଧାରଙ୍କ ପାଇଁ ଖୋଲା ରହିବ )

ଭୁବନେଶ୍ବର, (ରାଜ୍ୟ କାହାଣୀ)ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଇଦ୍ଭିଦ ପରିଷଦ, ଓଡ଼ିଶା (SMPB) ଦ୍ବାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା,୨୦୨୫ ୨୬, ଆସନ୍ତା ଚା: ୧୦ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ

ଶିକ୍ଷକ ସଂଘର ଆନ୍ଦୋଳନ ! ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ

୫୨୪୮ ଡାକ୍ତର ପଦବୀ ପୂରଣ ପାଇଁ OPSCକୁ ଚିଠି-ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା । ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡ଼ିଛି । ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି । ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡ଼ିଛି ୯୫୦୩

ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ

ରାଜ୍ୟକାହାଣୀ ( ଭୁବନେଶ୍ୱର )ସମସ୍ତ କ୍ଲବ୍‌, ପବ୍‌ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ। ରାଜଧାନୀ ସମେତ ରାଜ୍ୟର ସମସ୍ତ କ୍ଲବ୍‌, ପବ୍‌ରେ ଯାଞ୍ଚ ନିର୍ଦ୍ଦେଶ । ଫାୟାର ସେଫ୍ଟି ସୁରକ୍ଷା ଯାଞ୍ଚ କରିବାକୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।୧୦ ଦିନ ଭିତରେ ଯାଞ୍ଚ ନେଇ

ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣ ହରାଇବା ଘଟଣା: ଚିନ୍ତା ପ୍ରକଟ କଲେ ବିଜେଡି ସଭାପତି

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ସେ ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ରେ କହିଛନ୍ତି, ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ

ମନ୍ତ୍ରୀଙ୍କ କ୍ୱାର୍ଟର ମରାମତି ଖର୍ଚ୍ଚରେ ଆଗରେ ମୁଖ୍ୟମନ୍ତ୍ରୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଖୋଦ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଉପ

କଟକ: ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହାସହ ଏଥିରେ କାହାର କିଛି

କ୍ରିକେଟ ବ୍ୟାଟ୍‌ରେ ଗଞ୍ଜେଇ ଚାଲଣ । ମାଡି ବସିଲା ଜିଆରପି ପୋଲିସ

ରାଜ୍ୟକାହାଣୀ ( ଭୁବନେଶ୍ୱର )କ୍ରିକେଟ ବ୍ୟାଟ୍‌ରେ ଗଞ୍ଜେଇ ଚାଲଣ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ଯୁବକ ଏକ ଚତୁରତାର ସହ କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଲୁଚାଇ ରଖିଥିଲେ । କିନ୍ତୁ ଓଡିଶା ର ବ୍ରହ୍ମପୁର ରେଳ ଷ୍ଟେସନରେ ସରକାରୀ ରେଳବାଇ ପୋଲିସ ଦ୍ୱାରା ଧରାପଡିଥିଲେ । ୨୩ଟି

ଗୋସେବା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ ପରିବାର

ରାଜ୍ୟ କାହାଣୀ (ଭୁବନେଶ୍ଵର)କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ଓଡ଼ଖଣ୍ଡ ଗ୍ରାମର ଯୁବ ଇଞ୍ଜିନିୟର ମନମୋହନ ସେଠୀ ଗୋସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତ୍ତମାନ ସମୟରେ ଯେଉଁଠି ଗୋସେବା ଓ ସୁରକ୍ଷାରେ ଯେଉଁଭଳି ସମସ୍ୟା ଦେଖା ଦେଇଛି। ସେଠି ଦୀର୍ଘ ୨୬ ବର୍ଷ ଧରି ଗୋଟେ ଗାଈକୁ

ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି 

ରାଜ୍ୟକାହାଣୀ ( ଭୁବନେଶ୍ୱର )୧୩ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବଶୀଘ୍ର କଢ଼ାଯିବ ବାଲି । ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର