Browsing Category
ଆଜିର ଖବର
ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା
ରାଜ୍ୟକାହାଣୀ ( ଭୁବନେଶ୍ୱର )ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ । ଆଜି ଗୃହରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ । ପୂର୍ବରୁ ଏହାରି ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା!-->…
ପୁରୀରେ ଟିମ ଇଣ୍ଡିଆର ୪ ଖେଳାଳି
ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି।କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ।!-->…
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ରାତି ପାହିଲେ ସୂର୍ଯ୍ୟ କିରଣ ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ । ଦିନକୁ ଦିନ ତାପମାତ୍ରା!-->…
ଲୋକଙ୍କ ଅଭିଯୋଗ ସମାଧାନର ସମୟସୀମା ଧାର୍ଯ୍ୟ ହେଉ
ଭୁବନେଶ୍ବର, (ରାଜ୍ୟକାହାଣୀ) ତୃଣମୂଳ ସ୍ତରରେ ଲୋକଙ୍କ ଅଭିଯୋଗ ସମାଧାନ ହେଲା କି ନାହିଁ ତାହା ଜଣାପଡୁନାହିଁ । ସମୟସୀମା ନଥିବାରୁ ଅଭିଯୋଗ ସମାଧାନରେ ବିଳମ୍ବ ହେଉଛି । ଦୀର୍ଘ ଦୀନ ଧରି ଜିଲ୍ଲା ସ୍ତରରେ କରାଯାଉଥିବା ଅଭିଯୋଗ ଗୁଡିକ ପଡିରହୁଛି । ଏହିସବୁ ଅଭିଯୋଗଗୁଡିକର ସମାଧାନ ଲାଗି ସମୟ!-->…
ବ୍ୟାଙ୍କ ନଥିବା ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟଲେଟ୍ ଖୋଲୁଛୁ : ଆଇନ ମନ୍ତ୍ରୀ
ଭୁବନେଶ୍ବର, (ରାଜ୍ୟକାହାଣୀ) ସମବାୟ ବ୍ୟାଙ୍କ ଜରିଆରେ ମଣ୍ଡିରେ ଧାନ ବିକି ଟଙ୍କା ଦିଆଯାଉ। ଫଳରେ ଚାଷୀମାନେ ଉପକୃତ ହେବା ସହିତ ସମବାୟ ବ୍ୟାଙ୍କର କଳେବର ବୃଦ୍ଧି ଇବ ବୋଲି ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଶ୍ନକାଳରେ ଭାଗ ନେଇ ଦାବି କରିଛନ୍ତି। ସୋମବାର ପ୍ରଶ୍ନକାଳ ବେଳେ ମୂଳ!-->…
ଧାରଣାରତ ଶିକ୍ଷକଙ୍କ କଥା ବିଧାନସଭାରେ ଉଠିଲା
ଭୁବନେଶ୍ବର, (ରାଜ୍ୟକାହାଣୀ)ଲୋୟର୍ ପିଏମଜିରେ ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ ବିଧାନସଭାରେ ଉଠିଛି। ରାଜରାସ୍ତାରେ ଶିକ୍ଷକମାନେ ଧାରଣା ଦେବା ଯୋଗୁଁ ସ୍କୁଲରେ ତାଲା ପଡ଼ିଛି। ଶିକ୍ଷକଙ୍କ ଦାବି ପୂରଣ କରି ଏଭଳି ଅଚଳାବାସ୍ଥା ଦୂର କରିବା ପାଇଁ ସୋମବାର ଶୂନ୍ୟକାଳରେ ବିରୋଧୀ ବିଜେଡି ଓ!-->…
ସବୁବେଳେ ଦୁର୍ନୀତି କଥା କହୁଛ, ଦମ ଅଛି ତ ବାନ୍ଧ : ଅରବିନ୍ଦ ମହାପାତ୍ର
ଭୁବନେଶ୍ବର, (ରାଜ୍ୟକାହାଣୀ) ବ୍ୟୟମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ କଡା ସମାଲୋଚନା କରିଛନ୍ତି। ବିଜେଡିର ୨୪ ବର୍ଷର ଶାସନକାଳରେ ଦୁର୍ନୀତି ହୋଇଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ବିଜେପିକୁ ଚ୍ୟାଲେଞ୍ଜ ଦେଇ ସେ କହିଛନ୍ତି, ସବୁବେଳେ!-->…
ଆଜି ବାରବାଟୀରେ ବଡ଼ ଲଢ଼େଇ! ଭାରତ ଭାଙ୍ଗିବ ପରାଜୟର ରେକର୍ଡ !
ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଜି ବାରବାଟୀରେ ବିଗ ଫାଇଟ…ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ଟିମ୍ ଇଣ୍ଡିଆ ଭଲ!-->…
ଏସଆଇ କେଳେଙ୍କାରୀ: ଜେଲ୍ ଗଲା ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇର ତନାଘନା । ଜେଲ୍ ଗଲା ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ । ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ବିରଞ୍ଚି । ୪ ଦିନିଆ ରିମାଣ୍ଡ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ରିମାଣ୍ଡ ଆବେଦନ ନହେବାରୁ ବିଚାର ବିଭାଗୀୟ ହାଜତକୁ!-->…
‘ଇଅର ଇନ୍ ସର୍ଚ୍ଚ 2025’: ଭାରତରେ କେଉଁ ବିଷୟରେ ଅଧିକ ସର୍ଚ୍ଚ କଲେ ୟୁଜର ?
2025 ସର୍ଚ୍ଚ ରିକ୍ୟାପ୍ ଭଳି ପ୍ରତିବର୍ଷ ଗୁଗଲ୍ ବର୍ଷ ସରିବା ପୂର୍ବରୁ ଏକ ତାଲିକା ଜାରି କରେ । ଏଥର ମଧ୍ୟ ଆସିଛି ବହୁ ପ୍ରତୀକ୍ଷିତ ଗୁଗଲ୍ ବର୍ଷର ସର୍ଚ୍ଚ ତାଲିକା । ଗୁଗଲ୍ର ଏହି ତାଲିକାରେ 2025 ମସିହାରେ ମନୋରଞ୍ଜନ, କ୍ରୀଡା, ଜୀବନଶୈଳୀ, ଗେମିଂ ଏବଂ ରାଜନୀତି ଜଗତରେ ସର୍ବାଧିକ!-->…