Browsing Category

ଆଜିର ଖବର

ମଙ୍ଗଳବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌: ବାରବାଟୀରେ ଆଜି ଅଭ୍ୟାସ

ବାରବାଟୀରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଉଭୟ ଦଳର ଖେଳାଳି ରବିବାର ଅପରାହ୍ଣରେ ଭୁବନେଶ୍ବର ପହଞ୍ଚିଛନ୍ତି। ସୋମବାର ବାରବାଟୀରେ ଭାରତୀୟ ଖେଳାଳି ମଧ୍ୟାହ୍ନରେ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଅପରାହ୍ଣରେ ଅଭ୍ୟାସ କରିବେ ବୋଲି ସୂଚନା

ଅସହ୍ୟ ଶୀତରେ ଥରୁଛି ଓଡ଼ିଶା,ଆହୁରି ସପ୍ତାହେ କାଲୁଆ କରିବ ଥଣ୍ଡା

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ସପ୍ତାହେ ଯାଏ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ତିନି ଦିନ ସଂଘର୍ଷ ପରେ ଆଖିବୁଜିଲେ ସୁନ୍ଦରଗଡ଼ ଲାଞ୍ଜିବେରନାର ଛାତ୍ରୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ । ୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ ପରେ ଆଖି ବୁଜିଛନ୍ତି ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣl ଅଂଚଳର ଏହି କଲେଜ ଛାତ୍ରୀ ଜଳି ଯାଇଥିଲେ । ନିଜ ଦେହରେ କିରୋସିନ ଢ଼ାଳି ପୋଡ଼ିଯାଇଥିଲେ । ଗୁରୁତର

India -South Africa T20 Match: ସାଧାରଣ ଦର୍ଶକ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା ଜାରୀ

୯ ତାରିଖ ବାରବାଟୀ ମ୍ୟାଚି ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ୍‌’ । ଏନେଇ ସିଆରୟୁଟି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବିବରଣୀ । ମ୍ୟାଚି ଦିନ ବାରବାଟୀ ଷ୍ଟାଡିୟମ୍‌ରୁ ବରମୁଣ୍ଡା ଓ ଭୁବନେଶ୍ୱର ଷ୍ଟେସନ ଚାଲିବ । ମ୍ୟାଚ୍ ସରିବା ପରେ ବାରବାଟୀରୁ ନନ୍ଦନକାନନ ଦେଇ ବରମୁଣ୍ଡା ଯିବ । ବାରବାଟୀରୁ

ରାଜନୈତିକ ନେତୃତ୍ୱ ମାନସିକ ଦାରିଦ୍ର୍ୟ ମୁକ୍ତ ହେବା ଦରକାର:-ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର ( ରାଜ୍ୟ କାହାଣୀ) ଦେଶ ଓ ରାଜ୍ୟର ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ, ସଂସ୍ଥା କିମ୍ବା ଦଳ ମାନସିକ ଦାରିଦ୍ର୍ୟ ରୁ ମୁକ୍ତ ନହେଲେ ନେତୃତ୍ୱ ସମାଜକୁ ସଠିକ୍‌୍ ଦିଗଦର୍ଶନ ଦେଇପାରିବ ନାହିଁ । ବର୍ତମାନ ସମୟ ମାନସିକ ଦାରିଦ୍ର‌୍ୟରୁ ମୁକ୍ତ ହେବାର ପ୍ରକୃଷ୍ଟ ସମୟ ବୋଲି ଡକ୍ଟର

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ-ଅବକାରୀ ମନ୍ତ୍ରୀ

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଏନେଇ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି । ସେହିଭଳି ୫ ବର୍ଷରେ ୧.୬୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୫୨ ହଜାର ୨୩୫ ଏକର ଜମିରେ

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ, କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି

୧୪୩ ଗୋଟି ROB ନିର୍ମାଣ ପାଇଁ ଯୋଜନା

ଭୁବନେଶ୍ଵର, (ରାଜ୍ୟ କାହାଣୀ)ରାଜ୍ୟରେ ୧୪୩ ଗୋଟି ROB ନିର୍ମାଣ ପାଇଁ ଯୋଜନା ରହିଅଛି । ତନ୍ମଧ୍ୟରୁ ୯୬ ଗୋଟି ପୂର୍ବତଟ ରେଳବିଭାଗ, ୯ ଗୋଟି ଦକ୍ଷିଣପୂର୍ବ ରେଳବିଭାଗ ଦ୍ବାରା ୧୦୦ ପ୍ରତିଶତ ରେଳ ଖର୍ଚ୍ଚରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଅଛି । ବିଧାୟକ

ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪୩ ଏକର ଜମି ଚିହ୍ନଟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟ ମଧ୍ୟରେ ୨୪ଟି ଜିଲ୍ଲାରେ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତି କରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪୩ ଏକର ପରିମିତ ଜମି ରହିଥ‌ିବାର ଚିହ୍ନଟ କରାଯାଇଅଛି । ତନ୍ମଧ୍ୟରୁ ୩୮ହଜାର ୦୬୧.୮୯୨ ପରିମିତ ଜମିର ସଂଶୋଧିତ ସ୍ବତ୍ତ୍ଵଲିପି ଶ୍ରୀମନ୍ଦିର

ଗୃହରେ ଉଠିଲା ମାନବ ଚାଲାଣ ପ୍ରସଙ୍ଗ,ଗୃହରେ ବିବୃତି ରଖିବାକୁ ବାଚସ୍ପତି ଦେଲେ ରୁଲିଂ

ଭୁବନେଶ୍ଵର(ରାଜ୍ୟ କାହାଣୀ): ମାନବ ଚାଲାଣ ଓ ଶିଶୁ ନିର୍ଯ୍ୟାତନାକୁ ନେଇ ଗୃହରେ ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ରାଉରକେଲାର ସେକ୍ଟର 3 ଓ 4ରୁ ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି କରାଯାଇଛି। ସେଠାରେ ସେମାନଙ୍କୁ