Browsing Category

ଆଜିର ଖବର

ହୀରାକୁଦ ଡ୍ୟାମର ୬ ଗେଟ୍ ବନ୍ଦ: ଏବେ ଖୋଲା ରହିଛି କେବଳ ୨ଟି ଗେଟ୍

ଭୁବନେଶ୍ୱର (ରାଜ୍ୟ କାହାଣୀ ) ,ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଡ୍ୟାମକୁ ଆସୁଥିବା ଜଳପ୍ରବାହରେ ହ୍ରାସ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ଏକାଧିକ ଗେଟ୍ ଦେଇ ଜଳ ନିଷ୍କାସନ

ନୀତିନ ଗଡ଼କରୀଙ୍କୁ ବଡ଼ ଆଶ୍ୱସ୍ତି : E20 ପେଟ୍ରୋଲ୍ ବିବାଦରେ ମେଟା, ଏକ୍ସ ଏବଂ ଗୁଗଲ୍ ବିରୋଧରେ ହେବ ମାନହାନି ମାମଲା

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।E-20 ରେ ଅପମିଶ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରାଯାଉ ଥିବା ଗୁଜବର ଜବାବ ଏବେ

କ୍ଷୁଦ୍ର ଚଳଚ୍ଚିତ୍ର ‘ଲାଶ୍ ‘କୁ ନେଇ ଏତଲା ଦେଲେ ଦାନ ମାଝୀ

(ରାଜ୍ୟ କାହାଣୀ )ଭୁବନେଶ୍ୱରକାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ

ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’

ଦିଲ୍ଲୀ ଜନ୍ତରମନ୍ତର ଛାତ୍ର ଆନ୍ଦୋଳନରେ ପୁଲିସର ଲାଠିଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। କୋର୍ଟ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। ଏହାକୁ କୌଣସି ପରିସ୍ଥିତିରେ ଅମାନ୍ୟ କରିହେବନି। ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ , ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଛନ୍ତି । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ସୂଚନା

ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ପୋଲିସ ସସପେଣ୍ଡ୍

ଛାତ୍ରଙ୍କ ଉପରକୁ AK-47 ବନ୍ଧୁକରୁ ଗୁଳି କରିଥିବା ପୋଲିସ କର୍ମଚାରୀ ସସପେଣ୍ଡ୍। ବିହାର ସିଓ୍ୱାନ୍ ପୋଲିସ ପକ୍ଷରୁ ଗୁଳି ଚଳାଇଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। କ୍ୟାମେରାରେ କଏଦ ହୋଇଥିଲା AK-47 ବନ୍ଧୁକରୁ ଗୁଳି କରାଯାଇଥିବାର ଦୃଶ୍ୟ । ତେବେ ବିହାର ବନ୍ଦ ଡାକରା

ବଢ଼ିଲା ଜଳସ୍ତର: ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିରକୁ ଯିବା ରାସ୍ତାରେ ପାଣିର ସ୍ରୋତ ବିପଦଜନକ

ସର୍ବୋଚ୍ଚ ମୂଲ୍ୟରୁ ସୁନା ୩୭,୦୦୦ ଟଙ୍କା ହ୍ରାସ

ଗତ କିଛି ମାସ ଧରି ସୁନା ମୂଲ୍ୟ ସ୍ଥିର ଭାବରେ ହ୍ରାସ ପାଉଛି ।ଜାନୁଆରୀରେ ଭାରତରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ପ୍ରାୟ ୧୮୦,୦୦୦ର ଶୀର୍ଷରେ ପହଞ୍ଚିଛି । ବର୍ତ୍ତମାନ ସୁନା ମୂଲ୍ୟ ୧.୪୩ ଲକ୍ଷକୁ ହ୍ରାସ ପାଇଛି । ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରୁ ୩୭ ହଜାରକୁ ହ୍ରାସ ପାଇଛି । ଗତ

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ନବୀନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ କହିଛନ୍ତି, ପାଠ୍ୟପୁସ୍ତକରେ ଅନେକ ଗୁରୁତର ତ୍ରୁଟି

କକ୍ରୋଚ୍ ପରେ E-20 ଜନତା ପାର୍ଟି : ରଖିଲେ ବଡ଼ ଦାବି

କକରୋଚ୍ ଜନତା ପାର୍ଟି ପରେ ଏବେ ଇ୨୦ ଜନତା ପାର୍ଟି ।କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଇସ୍ତଫା ଦାବି ନେଇ ସେମାନେ ଧାରଣା ଦେବାକୁ ଯାଉଛନ୍ତି । ଜନତାଙ୍କୁ କିପରି ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବ ସେଦିଗରେ ଏହି ଆନ୍ଦୋଳନ କରାଯିବ ବୋଲି ନୂଆ ପାର୍ଟି କହିଛି ।ଏହି