Browsing Category

ଆଜିର ଖବର

ରଥ ଉପରେ ଅଣସେବାୟତଙ୍କ ପ୍ରବେଶ: ସିଂହଦ୍ୱାର ଥାନାରେ ଏତଲା

ଭୁବନେଶ୍ଵର(ରାଜ୍ୟ କାହାଣୀ) ରଥ ଉପରେ ଅଣ ସେବାୟତଙ୍କ ବେଆଇନ ପ୍ରବେଶ ଘଟଣାକୁ ନେଇ କଡା ଆକ୍ସନ ନେଲା ଶ୍ରୀମନ୍ଦିର ପ୍ରଶାସନ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅନଧିକୃତ ବ୍ୟକ୍ତି ଚଢିଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନାରେ ଦାୟର ହୋଇଛି ଏତଲା ।ନିୟମ ଅନୁସାରେ ରଥ ଉପରେ କେବଳ

ରାମାୟଣ’ରେ ଲାରା ଦତ୍ତାଙ୍କ କୈକେୟୀ ଲୁକ୍‌କୁ ନେଇ ବିବାଦ। ରକୁଲଙ୍କୁ ନେଇ ଅଧିକ ଚର୍ଚ୍ଚା

ରିଲିଜ୍ ହୋଇଛି ଫିଲ୍ମ 'ରାମାୟଣ'ର ଟ୍ରେଲର । ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି। ଟ୍ରେଲରରେ ରକୁଲ ପ୍ରୀତଙ୍କୁ ଶୂର୍ପଣଖା ଭୂମିକାରେ ଦେଖିବାକୁ ମିଳିଛି । ସେ ତାଙ୍କ ଚରିତ୍ରରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।ରାମାୟଣ' ଟ୍ରେଲରରେ ରଣବୀର କପୁରଙ୍କୁ ଭଗବାନ ରାମ, ୟଶଙ୍କୁ ରାବଣ

ହୀରାକୁଦରୁ ଖୋଲିଲା ଆଉ ୧୦ ଗେଟ୍ , ମୋଟ ୧୨ ଗେଟ୍‌ରେ ବହୁଛି ବନ୍ୟାଜଳ

ଭୁବନେଶ୍ଵର(ରାଜ୍ୟ କାହାଣୀ )ଫୁଲୁଛି ହୀରାକୁଦ ଜଳଭଣ୍ଡାର ।ଉପର ମୁଣ୍ଡରେ ଲଗାଣ ବର୍ଷା ଓ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଡ୍ୟାମରୁ ଆଉ ୧୦ଟି ଗେଟ୍ ଖୋଲିଛି ହୀରାକୁଦ କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ପୂର୍ବରୁ ଦେଖାଦେଇଥିବା ବନ୍ୟା

ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ: ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ଵର ( ରାଜ୍ୟ କାହାଣୀ )ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଯୁବକଜଣକ ହେଲେ ଜିତୁ କାଣ୍ଡି।ସେ ଜଣେ ଶ୍ରମିକ । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ ।

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ୧ ଲକ୍ଷ ଆମେରିକୀୟ ଡଲାର

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରିଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ସେଠାରେ ଚାକିରି କରିବା ପାଇଁ ୧ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୯୬

ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ , ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ । ତେବେ ଅଗଷ୍ଟ ୨ ତାରିଖବେଳକୁ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧି ପାଇବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ

ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଦୀର୍ଘଦିନ ଧରି ଚାଲିଆସିଥିବା ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ସୁଦ୍ଧା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ପରେ ଏନେଇ ସହମତି ହୋଇଥିବା ସେ

ବନ୍ୟାଞ୍ଚଳ ଗସ୍ତ ବେଳେ ଅଘଟଣ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟ ନିୟନ୍ତ୍ରଣ ହରାଇଥିଲା

ଭୁବନେଶ୍ୱର (ରାଜ୍ୟ କାହାଣୀ )ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତ ନିକଟରୁ ଓରାଳୀ ଗ୍ରାମକୁ ଯିବା ସମୟରେ ଏହି ଘଟଣା ଘଟିଥିଲା।ବୋଟରେ ମନ୍ତ୍ରୀଙ୍କ ସହ

ରାଜ୍ୟସଭା ପରେ ଲୋକସଭାରେ ଗୃହୀତ ହେଲା ‘ବନ୍ଦେ ମାତରମ’ ବିଲ୍

ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିରେ ସଂସଦର ଉଭୟ ସଦନରେ ଗୁରୁବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଲୋକସଭାରେ ‘ବନ୍ଦେ ମାତରମ’ ବିଧେୟକ ଗୃହୀତ ହୋଇଯାଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ସତ୍ତ୍ୱେ ସଂସଦର ଉଭୟ ସଦନରେ ବିଧେୟକ ପାସ୍ ହୋଇଯାଇଛି। ୨୯ ଜୁଲାଇ ବୁଧବାର

ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା, ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l