Browsing Category

ଆଜିର ଖବର

ଚୋରକୁ ଧରିବାକୁ ଯାଇ ଛାତରୁ ପଡ଼ି ଚାଳିଗଲା ଜୀବନ

ଭୁବନେଶ୍ୱର (ରାଜ୍ୟକାହାଣୀ )ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଅଞ୍ଚଳରେ ଘରେ ଚୋର ପଶିଥିଲା । ଚୋରକୁ ଧରିବା ପାଇଁ ପରିବାର ଲୋକେ ପ୍ରୟାସ କରିଥିଲେ । ହେଲେ

ପାଟିରେ ପଶିଗଲା ଜିଅନ୍ତା ମାଛ , ଚାଲିଗଲା ଯୁବକ ଜୀବନ

ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ପ୍ରଫୁଲ୍ଲ କୁମାର ବିଜୁଳି ଙ୍କ ପୁଅ ଅବିନାଶ ବିଜୁଳି । ଆଜି ମଧ୍ୟାହ୍ନ ୨ଟାରେ ଅବିନାଶ ବିଜୁଳି ଗାଁ ପୋଖରୀରୁ ମାଛ ଧରିବା ସମୟରେ ତାଙ୍କ ପାଟିରେ ମାଛ ପଶିଯାଇଥିଲା ।

ସବୁ ସହରକୁ PNG ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି : କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର (ରାଜ୍ୟକାହାଣୀ )PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର

Gmail ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏବେ ବଦଲାଇପାରିବେ ନିଜ ID ନାମ

Gmail ର ୟୁଜର୍ସମାନେ ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ କରିପାରିବେ । ଏହାର ଅର୍ଥ ହେଉଛି ଯଦି ଆପଣ ୨୦୦୪ ରେ ଲଞ୍ଚ ହେବା ପରଠାରୁ ଆପଣଙ୍କର ପୁରୁଣା Gmail ଆଡ୍ରେସ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏବେ ଏହାକୁ ପରିବର୍ତ୍ତନ କରିପାରିବେ ଏବଂ ନିଜର ଇମେଲ୍ ଆଡ୍ରେସ୍ କ୍ରିଏଟ୍ କରିପାରିବେ

NCERTକୁ ମିଳିଲା ଡିମ୍ଡ୍ ୟୁନିଭରସିଟି ମାନ୍ୟତା

ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ ‘ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ’ର ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତୁତ।ଏହା NCERTକୁ

ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ 

ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁଅଗ୍ନି ନିରାପତ୍ତା ବ୍ୟବସ୍ଥା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପର୍ଯ୍ୟାପ୍ତ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ବିନା କୌଣସି ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ମିଳିବ ନାହିଁ। ଓଡିଶା ପୂର୍ତ୍ତ ବିଭାଗ

ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ

ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା: ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଲା…

ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମସ୍କୋ ଭାରତକୁ ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଶକ୍ତି

ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ବେଳାଭୂମିରେ ମଦ ବିକିପାରିବ ଓଟିଡିସି

ଭୁବନେଶ୍ୱର (ରାଜ୍ୟକାହାଣୀ )ଅବକାରୀ ବିଭାଗର ନୂଆ ଗାଇଡ ଲାଇନ । ଟେଟ୍ରା ପ୍ୟାକରେ ମିଳିବ ମଦ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ଯାଏଁ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ । ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ରାଜ୍ୟର ଅନ୍ୟାନ୍ୟ

ଇରାନ୍ ଯୁଦ୍ଧ ଭିତରେ ଟାରିଫ୍ ଓ୍ୱାର୍ : ଫାର୍ମାକୁ ୧୦୦% ଝଟକା, ମେଟାଲ୍‌ ଉପରେ କିମିଲା ଶୁଳ୍କ

ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ।ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ