Browsing Category
ଆଜିର ଖବର
ମହଙ୍ଗା ପଡିଲା ମାଟ୍ରିମୋନିରୁ ବିବାହ, ୪୦ ଲକ୍ଷ ଲୁଟିନେଲେ ସୁନ୍ଦରୀ ମାୟାବିନୀ
ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା କଲେ । ସାଦି ଡଟ୍ କମ୍ରେ ମିଳିଲେ ଦ୍ୱିତୀୟ ପତ୍ନୀ । ଭଲ ପ୍ରୋଫାଇଲ୍ ଦେଖି ସମ୍ପର୍କ ରଖିଲେ କିନ୍ତୁ ଫଶିଗଲେ I 40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ ,ଟଙ୍କା ମାଗିଲେ ମିଳୁଛି ହତ୍ୟା ଧମକ। ଏମିତି ଏକ ଅଜବ ଘଟଣା ଦେଖିବାକୁ!-->…
ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ
ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ । ଆସିବ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ।ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଲୋକସଭା!-->…
ସମସ୍ତ ପୌରସଂସ୍ଥାରେ ‘ଓସୱାସ’ କାର୍ଯ୍ୟକ୍ଷମ—ଡିଜିଟାଲ ପ୍ରଶାସନରେ ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର, ( ରାଜ୍ୟ କାହାଣୀ)ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ଐତିହାସିକ ସଫଳତା ଅର୍ଜନ କରିଛି। ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ!-->…
କମ୍ପ୍ୟୁଟେସ୍ନାଲ ଇନ୍ଟେଲିଜେନ୍ସ ଟେକ୍ନିକ୍ସକୁ ନେଇ ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ( ରାଜ୍ୟ କାହାଣୀ)ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍, ଇନ୍ଟରନେଟ ଅଫ୍ ଥିଙ୍ଗ୍ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ!-->…
କଟକର ଛାତ୍ରୀଙ୍କୁ ପୁରୀରେ ଗଣଦୁର୍ଷ୍କମ; ମାଷ୍ଟର୍ମାଇଣ୍ଡକୁ ଗିରଫ କଲା ପୁଲିସ୍
ରାଜ୍ୟକାହାଣୀ ( ଭୁବନେଶ୍ୱର )କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କଟକର ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ୩ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଏହି ମାମଲାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ମାଷ୍ଟର୍ମାଇଣ୍ଡକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ!-->…
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ୫ ଯବାନ ଆହତ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ ନକ୍ସଲଙ୍କ ଶେଷ!-->…
ଓଏଏସ୍ କନିଷ୍ଠ ବର୍ଗ ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି । ନୂତନ ନିୟମ ଅନୁଯାୟୀ, ପ୍ରତିବର୍ଷ ୧୫ ଏପ୍ରିଲ୍ ଠାରୁ ୧୫ ଜୁନ୍ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟ ସମ୍ପାଦିତ ହେବ। ଏହା ବ୍ୟତୀତ ଅନ୍ୟ ସମୟରେ ବଦଳି ପାଇଁ ଉଚ୍ଚତର!-->…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ,୪୮ ଘଣ୍ଟାରେ ଡକାଯାଉ ବିଧାନସଭା ସ୍ବତନ୍ତ୍ର ଅଧିବେଶନ
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ।ନୂଆ ସୀମା ପୁନଃନିର୍ଦ୍ଧାରଣ (Delimitation) ପ୍ରସଙ୍ଗ ଉଠାଇ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଚ୍ଚନାୟକ!-->…
କାଲିଠୁ ଘର ଘର ବୁଲି ଜନଗଣନା
ଭୁବନେଶ୍ୱର (ରାଜ୍ୟକାହାଣୀ )ଗୁରୁବାରଠୁ ଆରମ୍ଭ ହେବ ଘର ଘର ବୁଲି ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ମାସେ ବ୍ୟାପି ଜନଗଣନା ଚାଲିବ। ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ। ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ୮ ହଜାର ସୁପରଭାଇଜର ଅଛନ୍ତି। ୧୦ ହଜାର ଜନଗଣନାକାରୀଙ୍କୁ!-->…
୧୮୦ ପୀଡିତାଙ୍କ ୩୫୦ ଅଶ୍ଳୀଳ ଭିଡିଓ ଭାଇରାଲ। ଅଭିଯୁକ୍ତ ଗିରଫ
୧୮୦ ପୀଡିତାଙ୍କ ୩୫୦ ଅଶ୍ଳୀଳ ଭିଡିଓ ଭାଇରାଲ।ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗରେ ଗିରଫ ହୋଇଛି ଯୁବକ ଅୟାନ । ଅମରାବତୀରୁ ଅୟାନ ଅହମଦକୁ ଗିରଫ ପରେ ତାର ଘରେ ବୁଲୁଛି ବୁଲଡୋଜର୍ ।ପୋଲିସ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଉଜେର ଇକବାଲ ଖାନ। ତଦନ୍ତରୁ!-->…