Browsing Category
ଆଜିର ଖବର
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ।କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅ ଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି!-->…
ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ!-->…
ବନ୍ଦ ହେବ mAadhaar ଆପ୍ ! ଆସିବ ନୂତନ ଆପ୍
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ୍ ସେବାକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା ପାଇଁ mAadhaar ଆପ୍ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ତେବେ mAadhaar ଆପ୍ର ପୁରୁଣା ଭର୍ସନ ବନ୍ଦ ହୋଇପାରେ ଏବଂ ଏହା ବଦଳରେ ଏକ ଅଧିକ ଉନ୍ନତ ଓ ନୂଆ ଆପ୍ ବ୍ୟବହାର କରିବାକୁ!-->…
ଭତ୍ତା ପାଇଁ ବୁଢୀ ମାଆଙ୍କୁ ଭାରରେ ବୋହିଆଣିଲେ ପୁଅ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଅଧିକାର ପାଇଁ ଅଭିନବ ପ୍ରତିବାଦ। ମାଆଙ୍କ ଭତ୍ତା ଲାଗି ମାଆକୁ ଭାରରେ ବୋହି ନେଲେ ପୁଅ। ଭତ୍ତା ପାଇଁ ୮୯ ବର୍ଷୀୟ ବୃଦ୍ଧା ମାକୁ ଭାରରେ ବୋହିନେଲେ ପୁଅ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଏ ଘଟଣା।ରାମଚନ୍ଦ୍ରପୁର ପଞ୍ଚାୟତ ୬ ନମ୍ୱର୍ ୱାର୍ଡର!-->…
କ୍ୱାଡ୍ ବୈଠକରେ ଜୟଶଙ୍କର କଲେ ବଡ଼ ଘୋଷଣା, ବଢିପାରେ ଚୀନର ଟେନସନ୍
କ୍ୱାଡ୍ ଦେଶମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ଶକ୍ତି ଯୋଗାଣ ଏବଂ ସାମୁଦ୍ରିକ ସହଯୋଗ ସମ୍ପର୍କରେ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି!-->…
ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ
ଓଡ଼ିଶାରେ ୫ଟଙ୍କିଆ ଡାଲମା ଭାତ ପରି ପଶ୍ଚିମବଙ୍ଗରେ ବି ୫ ଟଙ୍କିଆ ମିଲ୍ ମିଳୁଥିଲା। ହେଲେ ଏବେ ସେଥିରେ ମାଛ ବି ମିଳିବ।ଏଥିପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ପ୍ରାୟ ୪୦୦ଟି ସ୍ପେଶାଲ କ୍ୟାଣ୍ଟିନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି।
ଏହି ସ୍ପେଶାଲ କ୍ୟାଣ୍ଟିନଗୁଡ଼ିକ ଜରିଆରେ!-->!-->!-->…
‘ଡନ୍-୩’ ଛାଡିବା ରଣବୀରଙ୍କୁ ପଡ଼ିଲା ମହଙ୍ଗା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କଲା FWICE
ବଲିଉଡ୍ର ସବୁଠୁ ଚର୍ଚ୍ଚିତ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପଲଇ (ଏଫ୍ଡବ୍ଲ୍ୟଆଇସିଇ) ଏକ ବଡ଼ ପଦକ୍ଷେପ ନେଇଛି । ଏଫ୍ଡବ୍ଲ୍ୟୁଆଇସିଇ ତାଙ୍କୁ ନିଷିଦ୍ଧ ଘୋଷଣା କରିଛି । ତାଙ୍କ ବିରୋଧରେ ନନ୍-କୋଅପରେସନ୍ ଡାୟରେକ୍ଟିଭ ଜାରି କରିଛି । ଏହା!-->…
କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ କହିଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା!-->…
ସୌମ୍ୟଙ୍କୁ ହତ୍ୟା ପଛରେ ଥିଲା ପୁର୍ବ ଶତ୍ରୁତା ! କ୍ରାଇମବ୍ରାଞ୍ଚ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ
ସୌମ୍ୟଙ୍କୁ ହତ୍ୟା ପଛରେ ଥିଲା ପୁର୍ବ ଶତ୍ରୁତା । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ସୁରାଗ । ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ସୁରାକ । ତେବେ ଓଡ଼ିଶା ପୋଲିସକୁ ଆଉ ଏକ ସଫଳତାମିଳିଛି । ଦୀର୍ଘ ଦିନ ପରେ ସୌମ୍ୟ ହତ୍ୟା ଘଟଣାରେ ମାଷ୍ଟର!-->…
ଶ୍ୱାସରୁଦ୍ଧରେ ୬ମୃତ: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ୱର (ରାଜ୍ୟକାହାଣୀ )କଳାହାଣ୍ଡି ମଦନପୁର ରାମପୁରରେ କରଲା ଖୁଟା ପାଳଙ୍କ ଘରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ଭିତରେ ପଶି ଥିବାବେଳେ ୬ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର । ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ମେଡିକାଲ୍ରେ!-->…