Browsing Category

ଆଜିର ଖବର

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ତଥା

ସୌମ୍ୟଙ୍କୁ ହତ୍ୟା ପଛରେ ଥିଲା ପୁର୍ବ ଶତ୍ରୁତା ! କ୍ରାଇମବ୍ରାଞ୍ଚ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ

ସୌମ୍ୟଙ୍କୁ ହତ୍ୟା ପଛରେ ଥିଲା ପୁର୍ବ ଶତ୍ରୁତା । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଂଘାତିକ ସୁରାଗ । ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ସୁରାକ । ତେବେ ଓଡ଼ିଶା ପୋଲିସକୁ ଆଉ ଏକ ସଫଳତାମିଳିଛି । ଦୀର୍ଘ ଦିନ ପରେ ସୌମ୍ୟ ହତ୍ୟା ଘଟଣାରେ ମାଷ୍ଟର

ଶ୍ୱାସରୁଦ୍ଧରେ ୬ମୃତ: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର (ରାଜ୍ୟକାହାଣୀ )କଳାହାଣ୍ଡି ମଦନପୁର ରାମପୁରରେ କରଲା ଖୁଟା ପାଳଙ୍କ ଘରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ଭିତରେ ପଶି ଥିବାବେଳେ ୬ ଜଣଙ୍କ ମୃତ୍ୟୁ । ଜଣେ ଗୁରୁତର । ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ମେଡିକାଲ୍‌ରେ

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର (ରାଜ୍ୟକାହାଣୀ )ଭାରତୀୟ ଜନତା ପାର୍ଟି (ବିଜେପି)ରେ ମଙ୍ଗଳବାର ଯୋଗ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ମିଶିଥିବା ସହ ପଦ୍ମ ଧରିଲେ ଦେବାଶିଷ। ବିଜେଡି ସହ ଦୀର୍ଘ

 ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର

ପେଟ୍ରୋଲ ଡିଜେଲ ପରେ ଏବେ ସିଏନଜି ମହଙ୍ଗା ହୋଇଛି। ଦିଲ୍ଲୀ-ଏନସିଆରରେ ସିଏନଜିର ଦର କିଲୋଗ୍ରାମ ପିଛା ୨ଟଙ୍କା ବଢ଼ି ୮୩.୦୯ ପ୍ରତି କିଲୋ ପହଞ୍ଚିଛି। ତେଲ-ଗ୍ୟାସର ଦର ଲାଗାତାର ଭାବେ ବଢ଼ିଚାଲିଛି। ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି ।

ଇରାନ ଉପରେ ଆକ୍ରମଣ କଲା ଆମେରିକା

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି ।ଇରାନ

ଆଜି ଅନ୍ତର୍ଜାତୀୟ ହକର୍ସ ଦିବସ

ତୃଣମୂଳ ସ୍ତରର ଅର୍ଥନୀତିରେ ରାସ୍ତାରେ ବିକ୍ରେତା ଏବଂ ହକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ 26 ତାରିଖରେ ଅନ୍ତର୍ଜାତୀୟ ହକର୍ସ ଦିବସ ପାଳନ କରାଯାଏ। ଏହି ଦିବସ ସ୍ଥାୟୀ ଉପଭୋକ୍ତାବାଦକୁ ସମର୍ଥନ କରିବା ଏବଂ ବାହାର, ଚାନ୍ଦା ଆଦାୟ ଏବଂ ପ୍ରତିବନ୍ଧକମୂଳକ

ଆସନ୍ତା ୪ଦିନ ଭୟଙ୍କର ତାତି

ରାଜ୍ୟ କାହାଣୀ (ଭୁବନେଶ୍ଵର),ପ୍ରଚଣ୍ଡ ଖରା ତାତି ଓ ଗୁଳୁଗୁଳିରେ ଜଳୁଛି ସାରା ଓଡ଼ିଶା ।ଆସନ୍ତା ୪ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ । କିନ୍ତୁ ୩୦ରୁ ତାତି ସାମାନ୍ୟ କମିପାରେ । ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସମ୍ୱଲପୁର, ବୌଦ୍ଧ ଓ

ଓଇଆରସି ଛାଡିଲେ ପ୍ରଦୀପ ଜେନା

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଓଇଆରସି ଛାଡିଲେ ପ୍ରଦୀପ ଜେନା । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା  । ଏପରକି ପ୍ରଦୀପଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ସୋମବାର ଏକ ଅଧିସୂଚନା ଜାରି କରାଯାଇଛି।ରାଜ୍ୟପାଳଙ୍କ ଆଦେଶ କ୍ରମେ ଇସ୍ତଫାକୁ

ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍‌’

ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ‘ପ୍ରେଗାବାଲିନ’ ଔଷଧକୁ ଆଉ ଔଷଧ ଦୋକାନୀମାନେ ଅବାଧରେ ବିକ୍ରି କରିପାରିବେ ନାହିଁ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ଏହି ଔଷଧ ମିଳିବ । ଏନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ