Browsing Category

ଦେଶ ବିଦେଶ

ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ମିସ୍ ଥାଇଲାଣ୍ଡ ।

ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ମିସ୍ ଥାଇଲାଣ୍ଡ । ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗସ୍ରିଙ୍କୁ ବିଜେତା ଘୋଷଣା କରାଯାଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ମିସ୍ ୱାର୍ଲଡ କାର୍ଯ୍ୟକ୍ରମ । ବିଶ୍ବରୁ ସୁନ୍ଦରୀଙ୍କୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସୁଚାତା ଚୁଆଙ୍ଗସ୍ରି ୨୦୦୩

ପୁରୁଣା ନୋଟ୍ କୁ ନେଇ RBIଙ୍କ ବଡ଼ ପଦକ୍ଷେପ, ଘରୋଇ କାମରେ ଆସିବ ପୁରୁଣା ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପରିବେଶକୁ ଧ୍ୟାନରେ ରଖି ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଅନୁସାରେ ଏବେ ବାର୍ଷିକ ଜମା ହେଉଥିବା ଟନ ଟନ କଟାଫଟା ନୋଟ୍ କୁ ଆଉ ଅଳିଆ ଗଦାକୁ ଫିଙ୍ଗି ଦିଆଯିବ ନାହିଁ। ଏହାକୁ କାଠ ଭଳି ମଜଭୁତ ବୋର୍ଡରେ ରୂପାନ୍ତରିତ କରାଯିବ। ଯେଉଁଥିରୁ

ଆଧାର କାର୍ଡରେ ନାମ, ଠିକଣା, ଜନ୍ମ ତାରିଖ ଭୁଲ ଥିଲେ ତେବେ

୧ ଜୁନ୍ ୨୦୨୫ ରୁ କିଛି ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଏବଂ ଜୀବନ ଉପରେ ପଡ଼ିବ। ଏବେ ପିଏଫରୁ ଟଙ୍କା ଉଠାଇବା ସହଜ ହେବ। EPFOର ନୂତନ ସଂସ୍କରଣ ୩.୦ ଜୁନ୍ ମାସରୁ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ କାରଣ ଏବେ

କ୍ୟାମେରା ଆଗରେ ସ୍ତ୍ରୀଙ୍କ ସହ ମିଶି ବିଷ ପିଇଦେଲେ ସାମ୍ବାଦିକ

ଉତ୍ତରପ୍ରଦେଶର ବିସାଲପୁର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ଏହି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ପିଲିଭିତ