Browsing Category
ଦେଶ ବିଦେଶ
ଦିଲ୍ଲୀ ପ୍ରଦୂଷଣ: ଏବେ ଘରେ କାମ କରିବେ ୫୦% ସରକାରୀ କର୍ମଚାରୀ
ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ!-->…
ଏବେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍
ମଧ୍ୟ ପ୍ରଦେଶରେ ଗତ କିଛି ଦିନ ତଳେ କଫ ସିରପ ଖାଇବା ପରେ ଅନେକ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ରାଜ୍ୟ ଏବଂ ସାରା ଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। କେନ୍ଦ୍ର ସରକାର ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ!-->…
ଇତିହାସ ରଚିଲା ହନୁମାନ ଚାଳିଶା,ଏହି ଭଜନ ୫ ବିଲିୟନ୍ ଭ୍ୟୁ ପାଇଥିବା ପ୍ରଥମ ଭାରତୀୟ ଭିଡିଓ
କ୍ୟାସେଟ୍ ଯୁଗ ଥିବା ସମୟରେ ଅନେକ ଗୀତ ହିଟ୍ ହୋଇଥିଲା । ସେତେବେଳେ ଆଧୁନିକ ଗୀତର ଯେତେ ଡିମାଣ୍ଡ ଥିଲା ଭକ୍ତିପୂର୍ଣ୍ଣ ଭଜନକୁ ମଧ୍ୟ ଲୋକ ଖୁବ୍ ଶୁଣୁଥିଲେ । ଘରେ ଘରେ ଶୁଭୁଥିଲା ରାମାୟଣ , ମହାଭାରତ ଏବଂ ଅନେକ ଭଜନ ଗୀତର ସ୍ବର । ମାର୍କେଟରେ ମୁକ୍ତିଲାବ କରିଥିଲା ଟି-ସିରିଜ୍ର ସେହି ବହୁ!-->…
୨୦୨୫ର ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଫାତିମା ୱସ
୭୪ତମ ମିସ୍ ୟୁନିଭର୍ସର ଫଳାଫଳ ଘୋଷଣା ହୋଇଛି । ଥାଇଲାଣ୍ଡର ବ୍ୟାଙ୍କକ୍ରେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ର ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ଫାତିମା ବୋସ୍ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର!-->…
ସାମ୍ନାକୁ ଆସିଲା ମାଷ୍ଟରମାଇଣ୍ଡ୍ ଆତଙ୍କୀ ଡାକ୍ତର ଉମର ନବୀର ଭିଡିଓ। ଆତ୍ମଘାତୀ ଆକ୍ରମଣ ଠିକ୍
ନୂଆଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମର ନବୀର ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର ନବୀ ଇଂଲିଶରେ ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ ବୋଲି କହୁଛି । ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର । ଘଟଣାର ୭ଦିନ ପରେ ଏହି ଭିଡିଓ ସାମ୍ନାକୁ ଆସିଛି ।ଏହି!-->…
ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ବିକ୍ଷୋଭକାରୀଙ୍କୁ ହତ୍ୟା!-->…
ସାଉଦି ଆରବରେ ବସ୍ ଜଳିଯିବାରୁ ୪୦ରୁ ଅଧିକ ଭାରତୀୟ ଜିବନ୍ତ ଦଗ୍ଧ
ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦!-->…
ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ନୀତୀଶ କୁମାର
ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।ସୂଚନା ମିଳୁଛି ଯେ,!-->…
ସାରା ଦେଶରେ ଲାଗୁ ହେଲା ଇ-ପାସପୋର୍ଟ ସେବା ପ୍ରୋଗ୍ରାମ ଭି୨.୦
ଏବେ ଭାରତ ଏବଂ ବିଦେଶରେ ଥିବା ଭାରତୀୟ ଦୂତାବାସମାନଙ୍କରେ ନୂଆ ପାସପୋର୍ଟ ତଥା ରିନୱାଲ ନିମନ୍ତେ ଏବେ ଚିପ୍ ଆଧାରିତ ଇ-ପାସପୋର୍ଟ ଜାରି ହେବ। ବିଦେଶ ଯାତ୍ରା ଅଥବା ପରିଚୟ ପ୍ରମାଣ ରୂପେ ପାସପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହାକୁ ଅଧିକ ସୁରକ୍ଷିତ ଓ ଟେକ୍ନିକାଲି ଉନ୍ନତ!-->…
ମନ୍ତ୍ରୀ ଓ ବିଧାୟକଙ୍କୁ ଆକ୍ରମଣ! ଭୟରେ ୧ କି.ମି ଦୌଡିଲେ ନେତା
ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ ଆକ୍ରମଣରେ ପୋଲିସ!-->…