Browsing Category
ଅପରାଧ
ମଦ ଭାଟି ଉପରେ ଚଢ଼ାଉ କଲେ ଅବକାରୀ କର୍ମଚାରୀ, ଛେଚିଲେ ଗାଁ ଲୋକେ
ଭୁବନେଶ୍ୱର(ରାଜ୍ୟକାହାଣୀ) ଜିଲ୍ଲାର ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଅଭାବନୀୟ ଘଟଣା। ଏଠାରେ ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର କର୍ମଚାରୀ। ତାତିଲେ ଗାଁ ଲୋକେ ଓ ଅବକାରୀ କର୍ମଚାରୀଙ୍କୁ ଘେରି ଯାଇ ପ୍ରବଳ ଛେଚିଲେ। ଲୋକଙ୍କ ଆକ୍ରମଣରେ ଦୁଇ!-->…
ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ ଶରୋଜ
ଭୁବନେଶ୍ୱର(ରାଜ୍ୟକାହାଣୀ) ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ!-->…
ଏହି ଭୁଲ୍ ପାଇଁ ସ୍ୱାମୀକୁ ଦୁଇ ଖଣ୍ଡ କରି ହାଣିଦେଲା ସ୍ତ୍ରୀ
କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଚିକକୋଡିରେ ନିଜ ଝିଅକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଥିଲେ। ଏହା ପରେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଚଳଚ୍ଚିତ୍ର ଶୈଳୀରେ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏହି ହତ୍ୟା ମାମଲା ଦୀର୍ଘ ସମୟ!-->…
ସାବଧାନ! ହ୍ବାଟ୍ସଆପ୍ରେ ସର୍ବାଧିକ ସାଇବର ଠକେଇ
ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ।୨୦୨୪ର ପ୍ରଥମ ୩ ମାସ ମଧ୍ୟରେ କେବଳ ହ୍ବାଟ୍ସଆପ୍ ଯୋଗେ ସାଇବର!-->…
ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲା ସ୍ବାମୀ ।
ପତ୍ନୀଙ୍କ ନିର୍ଯାତନା ସହିତ ନପାରି ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।ମୃତ୍ୟୁ ପୂର୍ବରୁ!-->…
ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ ଠକ ଦମ୍ପତି
ଭୁବନେଶ୍ୱର(ରାଜ୍ୟକାହାଣୀ) ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ଏହି ଦୁଇ ଅଭିଯୁକ୍ତ । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ!-->…
କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ,ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ନେଇଗଲେ କୋଟିଏ ଟଙ୍କା
ଫିଲ୍ମ ଷ୍ଟାଇଲରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଜଣେ ପୂର୍ବତନ ସେନାଧିକାରୀଙ୍କ ଠାରୁ ସାଇବର ଠକେଇ । ତାହା ପୁଣି ଲକ୍ଷେ, କି 5 ଲକ୍ଷ ନୁହେଁ, ବରଂ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ । ନିଜକୁ କେନ୍ଦ୍ରୀୟ ସଂସ୍ଥା ‘ଏନସିବି’ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଆରେଷ୍ଟ ଧମକରେ!-->…
କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ ।
କେନ୍ଦୁଝର(ରାଜ୍ୟକାହାଣୀ) କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ । ସାଙ୍ଗର ଅତର୍କିତ ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳର ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ ।ସୂଚନା!-->…
ନିଶା ଦେଇ ବୃଦ୍ଧଙ୍କ ଆଖି ତାଡିନେଲେ !
ଭୁବନେଶ୍ୱର(ରାଜ୍ୟକାହାଣୀ) ବଲାଙ୍ଗିର ଲୋଇସିଂହାରୁ ଆସିଛି ବର୍ବର କାଣ୍ଡ । ଏଠାରେ ଜଣେ ବୃଦ୍ଧଙ୍କୁ ନିଶା ଦେଇ ତାଙ୍କର ଆଖି ତାଡି ନେବାକୁ ଉଦ୍ୟମ ହୋଇଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୃଦ୍ଧ!-->…
ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ, ନକଲି ଡାକ୍ତର ଗିରଫ
ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଅଭିଯୁକ୍ତ ନକଲି ଡାକ୍ତର ଗିରଫ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ରୋଗୀ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଏହି ଘଟଣାରେ ପୋଲିସ ଉକ୍ତ ନକଲି!-->…