ଭାରତ-ଆମେରିକା ମଧ୍ୟରେ ହେବ ବଡ଼ ଡିଲ୍‌: ଟ୍ରମ୍ପ

ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା କହିଛନ୍ତି। ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ…

ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ୩ ଘଣ୍ଟା ଅଟକ: ୫୦ ହଜାର ଟଙ୍କା କଟିଲା ଚାଲାଣ

ଦିଲ୍ଲୀରେ ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ଭଗଓ୍ୱନ୍ତଙ୍କୁ ରଖାଗଲା ଅଟକ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ।ପଞ୍ଜାବ ଆପ୍‌ର ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ପ୍ରଭାରୀ ବଲତେଜ…

ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ, ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ପବିତ୍ର ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ଏ ମହାପର୍ବ । ମହାମାୟୀ ମା’ ଦୁର୍ଗା ଆଜିର ଦିନରେ ମହିଷାସୁରକୁ ବଧ କରି ଧରାଧାମକୁ ପାପଭାରରୁ ମୁକ୍ତି କରିଥିଲେ । ସେହିପରି ତ୍ରେତୟା ଯୁଗରେ ଆଜିର ଦିନରେ ମା ଦୁର୍ଗାଙ୍କ ଆର୍ଶୀବାଦ ନେଇ ପ୍ରଭୁ ଶ୍ରୀରାମ ଦଶାନନ ରାବଣର ବଧ…

ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ମଙ୍ଗଳବାର ଦିନ ବିଜୟା ଦଶମୀ ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଲୀଳା ଦେବୀଙ୍କ ସହ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ…

ପୁରୀରେ ମାଆକୁ ହତ୍ୟା କରି ପ୍ଲାଷ୍ଟର କରିବା ଘଟଣା ; ଝାଡ଼ଖଣ୍ଡରୁ ଗିରଫ କଲା ପୁରୀ ପୁଲିସ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଗତ ୨୪ ଅଗଷ୍ଟରେ ପୁରୀ କୁମ୍ଭାରପଡ଼ା ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା। ଅଭିଯୁକ୍ତ ପୁଅ ମଦନ ଦଳାଇକୁ ବାନ୍ଧିଲା ପୁଲିସ। ଦୀର୍ଘ ୫୭ ଦିନ ପରେ ମଦନକୁ ଧରିବାରେ ସକ୍ଷମ ହୋଇଛି ପୁଲିସ ।ସାରା ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତ ମହିଳା…

ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଆଜିଠାରୁ ଲାଗୁ; କେଉଁ ଜିନିଷଗୁଡ଼ିକ ଶସ୍ତା ହେବ?

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ୨୦ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ କମ୍ପାନୀଗୁଡ଼ିକୁ ନୂତନ ବଜାରରେ ପ୍ରବେଶ କରିବାର ସୁଯୋଗ ଯୋଗାଇ…

ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଦଶହରା ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆପଣ ସମସ୍ତଙ୍କୁ ବିଜୟାଦଶମୀର ଶୁଭକାମନା । ଖୁସି ଓ ବିଶ୍ବାସର ଏହି ପର୍ବ ବିଜୟ ପର୍ବ ସଭିଁଙ୍କ ସଂକଳ୍ପକୁ ନୂଆ ଶକ୍ତି ଯୋଗାଉ । ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଓ ସଫଳତା କାମନା…

ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ 

ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ ।ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ଚଣ୍ଡୀପାଠରେ ମୁଖରିତ ହେଉଛି ପୂଜା ପରିବେଶ । ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।ଓଡ଼ିଶାରେ ଶକ୍ତିପୀଠ ଓ ସାର୍ବଜନୀନ ପୂଜାମଣ୍ଡପରେ…

ମୋବାଇଲ୍‌ରେ ଜୋର୍‌ରେ ଗୀତ ଶୁଣିଲେ ଗଣିବେ ଟଙ୍କା!

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ମୋବାଇଲ୍‌ରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ଅନେକଙ୍କ ଅଭ୍ୟାସ। କିନ୍ତୁ ଯଦି ଇୟରଫୋନ୍‌ ବଦଳରେ ମୋବାଇଲ୍‌ର ଲାଉଡ୍‌ସ୍ପିକର ଅନ୍‌ କରି ଉଚ୍ଚ ସ୍ୱରରେ ଭିଡିଓ ଦେଖୁଛନ୍ତି, ତେବେ ସାବଧାନ! ଦକ୍ଷିଣ ରେଳବାଇ ଏଭଳି ଆଚରଣ ବିରୋଧରେ କଡ଼ା ପଦକ୍ଷେପ…

ବିସିସିଆଇର ନୂତନ ମେନ୍ସ ସିଲେକ୍ସନ୍ କମିଟି ଅଧ୍ୟକ୍ଷ ହେଲେ ପ୍ରଜ୍ଞାନ ଓଝା

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ବରିଷ୍ଠ ପୁରୁଷ କ୍ରିକେଟ୍ ଚୟନ କମିଟିରେ ଏକ ବଡ଼ଧରଣର ପରିବର୍ତ୍ତନ ଘଟିଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ବିସିସିଆଇର ପୁରୁଷ ଚୟନ କମିଟିର ନୂତନ ଅଧ୍ୟକ୍ଷ (Chairman) ଭାବେ ଦାୟିତ୍ୱ ଗ୍ରହଣ…