ଥାନା ଏସଆଇଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ମହିଳା IIC
ଭୁବନେଶ୍ଵର (ରାଜ୍ୟ କାହାଣୀ) ବାଲେଶ୍ୱର ଜିଲ୍ଲା ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କଲେ ବରହମପୁର ସବ ଇନ୍ସପେକ୍ଟର ମନୋରଞ୍ଜନ ପୁହାଣ। ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ତାଙ୍କ ଅଭିଯୋଗ!-->…