ଅଗଷ୍ଟ ୩୧ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ

ଆସନ୍ତା ସୋମବାର ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ…

ସମୁଦ୍ର କ୍ଷୟ ରୋକିବାକୁ ଓଡ଼ିଶାରେ କର୍ଣ୍ଣାଟକ ମଡେଲ୍,୬ ଉପକୂଳ ଜିଲ୍ଲା ପାଇଁ ଅଢେଇ ହଜାର କୋଟି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଓଡ଼ିଶାରେ ବଢ଼ୁଥିବା ସାମୁଦ୍ରିକ ତଟ କ୍ଷୟ ଏବେ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ସମୁଦ୍ର ଧୀରେ ଧୀରେ କୂଳ ଖାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ଓ ଲୋକଙ୍କ ସୁରକ୍ଷା…

ନେପାଳରୁ ଭାସି ଭାରତୀୟ ନଦୀରେ ପହଞ୍ଚୁଛି ମୃତଦେହ

ନେପାଳରେ ଆକସ୍ମିକ ବନ୍ୟା ପରେ ଭୟାବହ ସ୍ଥିତି । ବନ୍ୟାରେ ବହିଯାଇଥିବା ଶବ ନଦୀ ପଥରେ ଭାସି ଭାସି ଭାରତରେ ପହଞ୍ଚୁଛି । ନେପାଳରୁ ପ୍ରାୟ ୨୦୦ କିଲୋମିଟର ନଦୀ ପଥ ଅତିକ୍ରମ କରି ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଶବ ମିଳୁଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ…

ନେପାଳ ପ୍ରଳୟଙ୍କରୀ ବନ୍ୟା: ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗି ଲୁଟ୍ ଅଭିଯୋଗରେ ୨୯ ଗିରଫ

ନେପାଳରେ ଭୟଙ୍କର ବନ୍ୟା ବେଳେ ମାତିଛନ୍ତି ଲୁଟେରା । ଭାସି ଆସିଥିବା ଏକ ଟ୍ରେଜେରୀରୁ ଲୁଟିଛନ୍ତି ୯୨ ଲକ୍ଷ ଟଙ୍କା । ସଶସ୍ତ୍ର ପୋଲିସ ବଳ (ଏପିଏଫ୍) ଏବଂ ନେପାଳ ପୋଲିସର ଏକ ମିଳିତ ଟିମ୍ ତଲାସି ଓ ପାଟ୍ରୋଲିଂ ସମୟରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୯୨…

ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି: ମହାସଂଘର ନିଷ୍ପତ୍ତି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଉଭୟ ପଡ଼ିଆରେ…

ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା । ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି । ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା । ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ ୩ ବର୍ଷ ପାଇଁ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ ମିଳିଥିବାବେଳେ ଆହୁରି ଅନେକ ହଜାର ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।୩,୭୦୦ରୁ ଅଧିକ…

MMDR ବିଲକୁ ନେଇ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ 

ଭୁବନେଶ୍ଵର (ରାଜ୍ୟ କାହାଣୀ) ଓଡ଼ିଶାର ସମସ୍ତ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । MMDR ବିଲକୁ ନେଇ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା । ଚିଠି ଲେଖି ସେ କହିଛନ୍ତି ଯେ, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ…

ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତେଲ ଉପରେ ଆମେରିକାର କବ୍‌ଜା

ବିଶ୍ୱର ସବୁଠାରୁ ବଡ଼ ତୈଳ ଡିଲ୍‌କୁ ନେଇ ଚର୍ଚ୍ଚା । ଭେନେଜୁଏଲାର ୬୫ ବିଲିୟନ୍‌ ବ୍ୟାରେଲ୍‌ରୁ ଅଧିକ ପ୍ରମାଣିତ ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ବଢ଼ିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ସୋସିଆଲ ମିଡିଆ ପୋଷ୍ଟରେ ଏମିତି ଦାବି…

ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ସ୍କ୍ରବ ଟାଇଫସ୍ ଆତଙ୍କ । ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର ପଞ୍ଚାୟତରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ…