ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ପୁଣି ଉଡ଼ିବ ବ୍ୟାଙ୍କକ ବିମାନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ ରୁଟ୍ରେ ବିମାନ ଉଡ଼ାଣ ପୁଣି ଆରମ୍ଭ ହେବ।ପ୍ରାଥମିକ ସୂଚନା ଅନୁସାରେ, ସପ୍ତାହକୁ ଦୁଇଥର ଏହି ବିମାନ ସେବା ଉପଲବ୍ଧ ହେବ। ଏହା ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା!-->…