ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ !ଆସନ୍ତାକାଲି ନେଇପାରେ ଲଘୁଚାପର ରୂପ

ଭୁବନେଶ୍ୱର (ରାଜ୍ୟ କାହାଣୀ )ପାଣିପାଗ ବିଭାଗର ଆକଳନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ

ରାଜ୍ୟରେ ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ। ସେହିପରି କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରିବେ। ସେହିପରି

ସୋଆରେ ବିକଶିତ ଭାରତ ୟୁବା କନେକ୍ଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଶନିବାର କ୍ୟାମ୍ପସ-୪ ପରିସରରେ "ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଅଭିଯାନ\" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା “ନଶାମୁକ୍ତ ୟୁବା ଫର

ବ୍ରେକ୍ଅପ୍‌ର ଭୟଙ୍କର ପରିଣାମ: ଆମେରିକାରେ ହତ୍ୟା, ଭାରତୀୟ ଯୁବକଙ୍କୁ ଜର୍ମାନୀରେ ଗିରଫ

ଆମେରିକାରେ ୧୯ ବର୍ଷୀୟା ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ଯୁବକ ଗିରଫ। ଆମେରିକାର ଆରିଜୋନାରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ହତ୍ୟା ପରେ ଆମେରିକାରୁ ଖସି ପଳାଇବା ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ତାଙ୍କର ନାଁ ବରୁଣ ବାଚିଗାରୀ।ଅଭିଯୋଗ ଅନୁସାରେ, ଆରିଜୋନାର ଟକ୍ସନ୍‌ରେ ଘଟଣା ଘଟିବା

ଜେନେଭାସ୍ଥିତ ଜାତିସଂଘକୁ ପାଞ୍ଚଟି ମୟୂର ଉପହାର ଦେଲା ଭାରତ

ଜାତିସଂଘରେ ଭାରତର ’ମୟୂର କୂଟନୀତି’। ଭାରତ ପକ୍ଷରୁ ଜାତିସଂଘର ଜେନେଭାସ୍ଥିତ କାର୍ଯ୍ୟାଳୟକୁ ଦିଆଯାଇଛି ପାଞ୍ଚଟି ମୟୂର ଉପହାର। ଏହି ପାଞ୍ଚଟି ମୟୂର ମଧ୍ୟରେ ଚାରିଟି ନୀଳ ମୟୂର ଥିବା ବେଳେ ଗୋଟିଏ ବିରଳ ଧଳା ମୟୂର ରହିଛି।ଗତ ଶୁକ୍ରବାର ଦିନ ଆୟୋଜିତ ଏକ ବିଶେଷ ସମାରୋହରେ ଜେନେଭାସ୍ଥିତ

ପାକିସ୍ତାନୀ ବକ୍ସରଙ୍କ କଥା ଶୁଣି ହସି ହସି ଗଡ଼ିଲେ ମୋଦି

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପଦକ ବିଜେତା ଖେଳାଳିମାନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ, ରୌପ୍ୟ ପଦକ ଜିତିଥିବା ଭାରତୀୟ ବକ୍ସର

ଗୁଣିଆ କଥା ମାନି ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି । ହେଲେ ଏଠାରେ ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ । ନାଗ ସାପ ଉପରେ ଗୋଡ଼ ପଡ଼ିଯିବା ପରେ ଭୟରେ ସାପଟିକୁ ହାତରେ ଧରି ତା ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିବା ଜଣେ ବ୍ୟକ୍ତି ଏବେ ଡାକ୍ତରଖାନାରେ । ସୂଚନା

ଆଗ୍ରିଷ୍ଟାକ୍ ନଥିଲେ ବିକି ପାରିବେ ଧାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ଆସିଛି ବଡ଼ ଖବର । ଆଗ୍ରିଷ୍ଟାକ୍ ପଞ୍ଜିକରଣ ବର୍ତ୍ତମାନ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଆଗ୍ରିଷ୍ଟାକ୍ ପଞ୍ଜିକରଣ ନଥିଲେ ବି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । ଏନେଇ

DG ପାହ୍ୟକୁ ଗଲେ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା

ଭୁବନେଶ୍ୱର (ରାଜ୍ୟ କାହାଣୀ )ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ବଡ଼ ଖବର । ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ

ଜନ୍ତର ମନ୍ତର ପ୍ରତିବାଦର ଲାଠିଚାର୍ଜର ଜବାବ : ଆଲୋଚନା ପାଇଁ ସରକାର ପ୍ରସ୍ତୁତ

ସଂସଦର ମୌସୁମୀ ଅଧିବେଶନରେ ଗୃହକାର୍ଯ୍ୟ ଲଗାତାର ପ୍ରଭାବିତ ହେବାରେ ଲାଗିଛି। ଗତ କିଛି ଦିନ ହେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୃହରେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ସମ୍ପର୍କିତ ମାମଲା ଉପରେ ବୟାନ ଦେବା ପାଇଁ ଦାବି ହେଉଛି। ଏହି କାରଣରୁ ଲୋକସଭାରେ ଚାଲି ପାରୁନି