ଭେନେଜୁଏଲାରେ ଭୂକମ୍ପ ଶତାବ୍ଦୀର ସବୁଠୁ ବଡ କ୍ଷୟକ୍ଷତି ! ମୃତ୍ୟୁ ସଂଖ୍ୟା ୨୩୦ ପାର
ଭୟଙ୍କର ଭୂକମ୍ପରେ ୩୯,୦୦୦ ରୁ ଅଧିକ ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ।ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି।!-->…