ଅଗ୍ରଗତି ପଥରେ ଓଡ଼ିଶା: ସୁଲଭ ସହରାଞ୍ଚଳ ଆବାସ କ୍ଷେତ୍ରରେ ଦେଶରେ ଶୀର୍ଷସ୍ଥାନରେ
ଭୁବନେଶ୍ୱର( ରାଜ୍ୟ କାହାଣୀ)ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଆଜି ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (PMAY-U 2.0)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସେପ୍ଟେମ୍ବର ୨୦୨୪ରେ!-->…