ରୁଷ ନିର୍ବାଚନ : ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ଦଳ ସହଜ ବିଜୟ ମୁହାଁ
ଦେଶର ସଂସଦୀୟ ନିର୍ବାଚନରେ ଶାସକ ୟୁନାଇଟେଡ୍ ରୁଷିଆ ଦଳ ଏକ ସହଜ ବିଜୟ ପାଇଁ ରାସ୍ତା ପରିଷ୍କାର କରିଛି। ଆଂଶିକ ସରକାରୀ ଫଳାଫଳ ଦର୍ଶାଉଛି ଯେ, ଦେଶରେ କୌଣସି ପ୍ରକୃତ ବିରୋଧୀ ଦଳ ନଥିବାରୁ ଶାସକ ଦଳ ୫୭.୫ ପ୍ରତିଶତ ଭୋଟ ପାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ବାଚନକୁ ତାଙ୍କ!-->…