ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ବଡ଼ ନିଷ୍ପତ୍ତି !ଗ୍ରାହକଙ୍କୁ ଦେବାକୁ ପଡ଼ିବନି କୌଣସି ଅତିରିକ୍ତ ଚାର୍ଜ
ରାଜ୍ୟର ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ବଡ଼ ଖବର। UPI ମାଧ୍ୟମରେ ଇନ୍ଧନ କିଣିବା ସମୟରେ ୨ ହଜାର ଟଙ୍କାରୁ ଅଧିକ ଅର୍ଥ ପେମେଣ୍ଟ କଲେ ଗ୍ରାହକଙ୍କଠାରୁ ଆଉ ଅତିରିକ୍ତ ୫ ଟଙ୍କା ଆଦାୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।ପେଟ୍ରୋଲ ପମ୍ପରେ UPI!-->…