ହିଟ୍ ୱେଭ୍ ସତର୍କତା : ପ୍ରତି ମେଡିକାଲରେ ORS କର୍ନର ବ୍ୟବସ୍ଥା
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶାରେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ଋତୁର ପ୍ରକୋପ । ଆକାଶରୁ ଯେମିତି ନିଆଁ ବର୍ଷୁଛି, ଆଉ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ହିଟ୍ ୱେଭ୍କୁ ନଜରରେ ରଖି ଜନ ସ୍ବାସ୍ଥ୍ୟ!-->…