ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନସୁଲ ଜେନେରାଲ
Raja aଆଗାମୀ ଦିନରେ ବୃଦ୍ଧି ପାଇବ ଓଡ଼ିଶା ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତା । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଏବଂ ଶିକ୍ଷା କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ କରିବା ପାଇଁ ଜାପାନ ଏବଂ ଓଡିଶା ସରକାର ଆଗେଇ ଆସିଛନ୍ତି ।କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ!-->…