ରାଜ୍ୟରେ ସାର ସଙ୍କଟ ନାହିଁ: ସମବାୟ ମନ୍ତ୍ରୀ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଖୁବ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । କଞ୍ଚାମାଲ ଯୋଗାଣ ଅଭାବରୁ ଇଫକୋର ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଅଧିକ ଦିନ ଏଭଳି ଅବସ୍ଥା ରହିଲେ ସରକାର ବିକଳ୍ପ ବ୍ୟବସ୍ଥା କରିବେ ।…

ଓଭରଲୋଡ ଯୋଗୁଁ ପାୱାରକଟ: ଶକ୍ତି ମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଦ୍ୟୁତ କାଟକୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ପ୍ରତିକ୍ରିୟା ରଖି କହିଛନ୍ତି , ଏବେ ଯେଉଁପରି ହିଟୱେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ ହିଟ ସମୟରେ ଅଧିକ ଡିମାଣ୍ଡ ରହୁଛି । ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ ହେଉଛି ଏବଂ…

ଏଥର ରିପିଟ୍ ହେବନି ଦଳାଚକଟା; ଦଇତାପତି ନିଯୋଗ ସହ ଆଇନ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର (ରାଜ୍ୟକାହାଣୀ )ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ । ପୂର୍ବ ବର୍ଷର ଦଳଚକଟା ଘଟଣା ରିପିଟ୍ ନହେବାକୁ ମିଟିଂରେ ଗୁରୁତ୍ବ । ଏହାସହ ଭିଡ଼ ନିୟନ୍ତ୍ରଣ, ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ, ଦର୍ଶନ ପାଇଁ ଭକ୍ତ କେଉଁପଟେ ଯିବେ ଓ କେଉଁଆଡ଼େ ବାହାରିବେ, କେତେ ସମୟ…

ଆଉ ଖୋଲିବନି ନୂଆ ଘରୋଇ ନର୍ସିଂ କଲେଜ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ବଢିଚାଲିଛି ଘରୋଇ ନର୍ସିଂ କଲେଜ ସଂଖ୍ୟା । ଏହା ଉପରେ ସରକାର ଅଂକୁଶ ଲଗାଇବାକୁ ଯାଉଛନ୍ତି । ଏଣିକି ଆଉ ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରିବାକୁ ଅନୁମତି ମିଳିବ ନାହିଁ । ଘରୋଇ ଏଏନ୍‌ଏମ୍, ଜିଏନ୍ଏମ୍, ବିଏସ୍‌ସି ନର୍ସିଂ କିମ୍ବା ନର୍ସିଂ ଅନୁଷ୍ଠାନ…

ଓଡ଼ିଶାରେ SIR, ୨୫ ସୁଦ୍ଧା ହେଲ୍ପ ଡେସ୍କ ସ୍ଥାପନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଚଳିତ ମାସ ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR |ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର…

୧୦ ରାଜ୍ୟରେ ୨୪ଟି ରାଜ୍ୟସଭା ଆସନରେ ନିର୍ବାଚନ ତାରିଖ ଘୋଷଣା

୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ୮ ଜୁନ୍ ପର୍ଯ୍ୟନ୍ତ…

କାହିଁକି SBI ବ୍ୟାଙ୍କଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ?

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୨୩ ମେ’ ୨୦୨୬ରୁ ବ୍ୟାଙ୍କ ଶାଖାଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ ଏବଂ ଏହି ବନ୍ଦ ଦେଶବ୍ୟାପୀ ହୋଇପାରେ। ତେବେ ବ୍ୟାଙ୍କ ବନ୍ଦ ରହିଲେ ବି ଅନଲାଇନ କାମ ଜାରି ରହିବ। ଯାହା ମାଧ୍ୟମରେ ଆପଣ ନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ସେବା…

ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି । ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ୮ ଦିନ ଅବକାଶକାଳୀନ ଅଦାଲତ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁସାରେ ଅବକାଶକାଳୀନ ସମସ୍ତ ଅଦାଲତ ଭର୍ଚୁଆଲ୍ ମୋଡରେ କାର୍ଯ୍ୟ କରିବ । ସକାଳ…

ଭାରତକୁ ଅସୀମିତ ତେଲ ଦେବାକୁ ପ୍ରସ୍ତୁତ ଆମେରିକା’: ମାର୍କୋ ରୁବିଓ

ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି ।ମିଆମୀଠାରେ…

ସୌମ୍ୟ ହତ୍ୟା ମାମଲା, ୪ ଜଣଙ୍କୁ ଭୁଲରେ ଗିରଫଦାରି ଅଭିଯୋଗ

ରାଜ୍ୟ କାହାଣୀ (ଭୁବନେଶ୍ଵର)ବାଲିଅନ୍ତା ବର୍ବରକାଣ୍ଡ କାଣ୍ଡ ଘଟଣା । ସୋମ୍ୟ ହତ୍ୟା ମାମଲାରେ ତରବରିଆ ଭାବେ ଭୁଲ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି ।  ଏ ନେଇ ଗିରଫ ୪ ଜଣଙ୍କ ପରିବାର କ୍ରାଇମବ୍ରାଞ୍ଚ ରେ ଦ୍ବାରସ୍ଥ ହୋଇଛି । ଘଟଣା ବେଳର ସିସିଟିଭି ଫୁଟେଜ୍‌କୁ ଦେଖାଇ ୪ଜଣ…