ଓଭରଲୋଡ ଯୋଗୁଁ ପାୱାରକଟ: ଶକ୍ତି ମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଦ୍ୟୁତ କାଟକୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ପ୍ରତିକ୍ରିୟା ରଖି କହିଛନ୍ତି , ଏବେ ଯେଉଁପରି ହିଟୱେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ ହିଟ ସମୟରେ ଅଧିକ ଡିମାଣ୍ଡ ରହୁଛି । ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ ହେଉଛି । ତଥାପି ଶୀଘ୍ର ରିଷ୍ଟୋର କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ କହିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଲୋକେ ଯେପରି ନିରନ୍ତର ବିଦ୍ୟୁତ ପାଇବେ ଆମେ ଚେଷ୍ଟା କରୁଛୁ ।

You might also like