ଚନ୍ଦ୍ରଭାଗାକୁ ଗଲେ ୪୩ ହଜାରରୁ ଅଧିକ ଅଲିଭ ରିଡଲେ ଶାବକ
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ଉପକୂଳରେ କୋଣାର୍କ ବନଖଣ୍ଡ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ପ୍ରାୟ ୪୩ ହଜାରରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ଶାବକ ନିଜର ନୂତନ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି । ବନବିଭାଗର ସଫଳ ସଂରକ୍ଷଣ ଯୋଗୁଁ ସୁରକ୍ଷିତ ଭାବେ ନୀଳ ଜଳରାଶି ମଧ୍ୟକୁ ପ୍ରବେଶ କରିଛନ୍ତି!-->…