ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରେଭେନ୍ସା ଚିଫ ୱାର୍ଡେନ-କଟକ ସଦର ବିଧାୟକ ବିବାଦ ଘଟଣା । ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ସଦର ବିଧାୟକ ପ୍ରକାଶ ସେଠୀ । ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ସୁଦର୍ଶନ ମିଶ୍ରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ ଚିଠି…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି : ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା

ଭୁବନେଶ୍ୱର (ରାଜ୍ୟ କାହାଣୀ )ପ୍ରଥମ ଶ୍ରେଣୀରେ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ ବହିରେ ବର୍ଣ୍ଣମାଳା ‘ଅ' ବଦଳରେ‘ଟ’ରୁ ବର୍ଣ୍ଣମାଳା ଆରମ୍ଭ ହୋଇଛି । ସେହିପରି ‘ବନ୍ଦେ ଉତ୍କଳ ଜନନୀ'ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମ ଶ୍ରେଣୀ ସାହିତ୍ୟ…

ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ: ଭିଡିଓ ଭାଇରାଲ

ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ । ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ କରି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ କରାଯାଇଛି ।କୁର୍ତ୍ତିକା_କ୍ରେପ ୨୦୧୭ ନାମକ ଆଇଡିରୁ ଭିଡିଓ ଭାଇରାଲ କରାଯାଇଛି । ଏନେଇ…

ରେପୋ ରେଟ ଅପରିବର୍ତ୍ତିତ ,ଲୋନ୍-EMI ଉପରେ ପଡି଼ବନି ପ୍ରଭାବ !

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରମୁଖ ନୀତିଗତ ସୁଧ ହାର (ରେପୋ ରେଟ୍)ରେ କୌଣସି ପରିବର୍ତ୍ତନ ନ କରାଯିବାରୁ ହୋମ୍…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗେ ଇସ୍ତଫା ଦେଲେ ହଷ୍ଟେଲର ସମସ୍ତ ଓ୍ୱାର୍ଡେନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା । ଗତ ଶନିବାର ଠାରୁ ରେଭେନ୍ସା…

‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି! ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଜଗନ୍ନାଥପ୍ରେମୀଙ୍କ…

ଆଜି ହାଇକୋର୍ଟରେ 'ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଶ୍ରୀଜଗନ୍ନାଥ’କୁ ନେଇ ମଙ୍ଗଳବାର ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯…

ଘୂର୍ଣ୍ଣିବଳୟ ସକ୍ରିୟ , ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ…

ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ମହାପ୍ରଭୁଙ୍କ ରଥ ଚକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ତିନି ରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ 'ନନ୍ଦିଘୋଷ', ପ୍ରଭୁ ବଳଭଦ୍ରଙ୍କ 'ତାଳଧ୍ୱଜ' ଏବଂ…

ବଦଳିବ ୟୁପିଆଇ ପେମେଣ୍ଟ ନିୟମ, ଡିଜିଟାଲ ପେମେଣ୍ଟ କଲେ ଦେବାକୁ ପଡ଼ିପାରେ ଚାର୍ଜ!

ଯଦି ଆପଣ UPI ବ୍ୟବହାର କରୁଛନ୍ତି ତେବେ ଏହା ସହିତ ଜଡିତ ନିୟମରେ ସରକାର ଶୀଘ୍ର ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ UPI ପୂର୍ବ ପରି ମାଗଣା ରହିଛି । ଗତ କିଛି ବର୍ଷ ମଧ୍ୟରେ UPIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ପ୍ରତି ମାସରେ କୋଟି କୋଟି କାରବାର…

ଡେପୁଟେସନ୍ ବାତିଲ୍ ପାଇଁ ଧାରଣାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନ ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଡେପୁଟେସନ୍‌କୁ ନେଇ ବିରୋଧ ଦେଖାଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟ କୃଷ୍ଣଚନ୍ଦ୍ର କୁମାରଙ୍କୁ ଅନ୍ୟତ୍ର…