ଫୁଏଲ୍ ଷ୍ଟୋରେଜ୍ ସ୍କିମ୍ ଯୋଜନାରେ ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର!
ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦରଦାମ ବୃଦ୍ଧି ଚିନ୍ତା ବଢାଇଛି ।ଇରାନ ଯୁଦ୍ଧ କାରଣରୁ ସପ୍ଲାଇ ଚେନ୍ରେ ଅସୁବିଧା ଦେଖାଦେବା ପରେ, ଭାରତ ସରକାର ଦେଶରେ ଗ୍ୟାସ୍ ପାଇଁ ଏକ ଷ୍ଟ୍ରାଟେଜିକ୍ ଫ୍ୟୁଏଲ୍ ରିଜର୍ଭ (Strategic Fuel Reserve Scheme) ପ୍ରସ୍ତୁତ କରିବାକୁ ଯୋଜନା!-->…