ଜେନେଭାସ୍ଥିତ ଜାତିସଂଘକୁ ପାଞ୍ଚଟି ମୟୂର ଉପହାର ଦେଲା ଭାରତ

ଜାତିସଂଘରେ ଭାରତର ’ମୟୂର କୂଟନୀତି’। ଭାରତ ପକ୍ଷରୁ ଜାତିସଂଘର ଜେନେଭାସ୍ଥିତ କାର୍ଯ୍ୟାଳୟକୁ ଦିଆଯାଇଛି ପାଞ୍ଚଟି ମୟୂର ଉପହାର। ଏହି ପାଞ୍ଚଟି ମୟୂର ମଧ୍ୟରେ ଚାରିଟି ନୀଳ ମୟୂର ଥିବା ବେଳେ ଗୋଟିଏ ବିରଳ ଧଳା ମୟୂର ରହିଛି।ଗତ ଶୁକ୍ରବାର ଦିନ ଆୟୋଜିତ ଏକ ବିଶେଷ ସମାରୋହରେ ଜେନେଭାସ୍ଥିତ…

ପାକିସ୍ତାନୀ ବକ୍ସରଙ୍କ କଥା ଶୁଣି ହସି ହସି ଗଡ଼ିଲେ ମୋଦି

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପଦକ ବିଜେତା ଖେଳାଳିମାନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ, ରୌପ୍ୟ ପଦକ ଜିତିଥିବା ଭାରତୀୟ ବକ୍ସର…

ଗୁଣିଆ କଥା ମାନି ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି । ହେଲେ ଏଠାରେ ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ । ନାଗ ସାପ ଉପରେ ଗୋଡ଼ ପଡ଼ିଯିବା ପରେ ଭୟରେ ସାପଟିକୁ ହାତରେ ଧରି ତା ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିବା ଜଣେ ବ୍ୟକ୍ତି ଏବେ ଡାକ୍ତରଖାନାରେ । ସୂଚନା…

ଆଗ୍ରିଷ୍ଟାକ୍ ନଥିଲେ ବିକି ପାରିବେ ଧାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ଆସିଛି ବଡ଼ ଖବର । ଆଗ୍ରିଷ୍ଟାକ୍ ପଞ୍ଜିକରଣ ବର୍ତ୍ତମାନ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଆଗ୍ରିଷ୍ଟାକ୍ ପଞ୍ଜିକରଣ ନଥିଲେ ବି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । ଏନେଇ…

DG ପାହ୍ୟକୁ ଗଲେ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା

ଭୁବନେଶ୍ୱର (ରାଜ୍ୟ କାହାଣୀ )ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ବଡ଼ ଖବର । ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ…

ଜନ୍ତର ମନ୍ତର ପ୍ରତିବାଦର ଲାଠିଚାର୍ଜର ଜବାବ : ଆଲୋଚନା ପାଇଁ ସରକାର ପ୍ରସ୍ତୁତ

ସଂସଦର ମୌସୁମୀ ଅଧିବେଶନରେ ଗୃହକାର୍ଯ୍ୟ ଲଗାତାର ପ୍ରଭାବିତ ହେବାରେ ଲାଗିଛି। ଗତ କିଛି ଦିନ ହେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୃହରେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ସମ୍ପର୍କିତ ମାମଲା ଉପରେ ବୟାନ ଦେବା ପାଇଁ ଦାବି ହେଉଛି। ଏହି କାରଣରୁ ଲୋକସଭାରେ ଚାଲି ପାରୁନି…

ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଳାବଜାରୀ ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସମେଣ୍ଟ ଟିମ ।ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍‌ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ…

ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଗୁପ୍ତି ,ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ନଦୀ ପ୍ରବେଶ ପଥ ଦେଇ…

ଏଗ୍ରିଷ୍ଟେକ୍ ID ପାଇଁ ଚାଷୀଙ୍କ ପାଖକୁ ଯିବେ ଅଧିକାରୀ, ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟର ଚାଷୀଙ୍କୁ ଏବେ ମିଳିବ ଏକ ନୂଆ ପରିଚୟ । ଆଧାର କାର୍ଡ ଭଳି ପ୍ରତ୍ୟେକ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର 'ଏଗ୍ରିଷ୍ଟେକ (Agristack) ID' ପ୍ରସ୍ତୁତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି ।ଯେଉଁ ଚାଷୀମାନେ ସମବାୟ ସଂସ୍ଥାକୁ ଆସିପାରିବେ ନାହିଁ, ସେମାନଙ୍କ…

ଲୋପାମୁଦ୍ରା ରାଉତଙ୍କ ଘରେ ଚୋରି , ବିହାରରୁ ଧରାପଡ଼ିଲା ଅଭିଯୁକ୍ତ

ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷୀୟ ଚନ୍ଦନ କମଲେଶ ମୁଖିଆ ବୋଲି…