ଜୁଲାଇ ୧୮ରୁ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ଠପ୍ , ଯାତ୍ରୀ ନିରାଶ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ। ଗତ ଜୁଲାଇ ମାସରୁ ଠପ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା। ଆବୁ ଧାବି,ବ୍ୟାଙ୍କକ ,ଦୁବାଇ ଓ ସିଙ୍ଗାପୁର ଭଳି ସ୍ଥାନକୁ ବିମାନ ଚଳାଚଳ ବନ୍ଦ ରହିଛି। ଏନେଇ ନିର୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ…

ସିରିଆର ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କୁ ମୃତ୍ୟୁ ଦଣ୍ଡ

ସିରିଆର ଏକ କୋର୍ଟ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କୁ 'ମାନବତା ବିରୋଧୀ ଅପରାଧ' ଏବଂ 'ଯୁଦ୍ଧ ଅପରାଧ' ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ୧୪ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଅସଦଙ୍କ ବ୍ୟତୀତ ତାଙ୍କ ସାନ…

ଆସନ୍ତା ୧୨ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତା ୧୨ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ କେତେକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି ୯ଟି…

ବୁଧବାର ବଡ଼ଦେଉଳରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ବନ୍ଦ ରହିବ ଦର୍ଶନ।…

ଗ୍ରାହକଙ୍କୁ ଝଟକା! ପୁଣି ମହଙ୍ଗା ହେଲା ସୁନା ଓ ରୁପା

ଅଗଷ୍ଟ ଆରମ୍ଭରେ ଶସ୍ତା ହୋଇଥିବା ସୁନା ଗତ କିଛି ଦିନ ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର କିଛି ଦିନ ଧରି ସୁନା ମୂଲ୍ୟ (Gold Price) ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସୁନା କିମ୍ବା ରୁପା ଗହଣା କିଣିବା ପୂର୍ବରୁ ଆଜିର ମୂଲ୍ୟ କେତେ ଅଛି ଜାଣନ୍ତୁ। ଆଜି ଭାରତୀୟ ବଜାରରେ…

ବଢିଲା ଚାମେଲିଙ୍କ ଅଡୁଆ: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଜାରି ରହିବ

ଭୁବନେଶ୍ୱର (ରାଜ୍ୟ କାହାଣୀ )କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ ।ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି…

ମୋଡିଫାଏଡ୍ ସାଇଲେନ୍ସର ଲଗାଇଥିବା ଗାଡ଼ି ନାଁରେ ଦିଅନ୍ତୁ ହ୍ୱାଟ୍ସଆପରେ ଅଭିଯୋଗ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମୋଡିଫାଏଡ୍ ସାଇଲେନ୍ସର ଲଗାଇ ରାସ୍ତାରେ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଚାଳକଙ୍କ ଉପରେ ଏବେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଏଭଳି ଗାଡ଼ି ବିରୋଧରେ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି ପୋଲିସ।କମିଶନରେଟ୍ ପୋଲିସ ଦ୍ୱାରା ଜାରି କରାଯାଇଥିବା…

ନନ୍ଦନକାନନକୁ ଆସିବେ ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ ହେବ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ପ୍ରାଣୀ ଉଦ୍ୟାନରେ ନୂଆ ଖୁଆଡ଼ ସହିତ ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି…

ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ । ଲୋକାୟୁକ୍ତ ଗଠନକୁ ନେଇ ଆସିଛି ବଡ଼ ଅପଡେଟ୍ । ଗତକାଲି ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼…

ଆଶ୍ଚର୍ଯ୍ୟଜନକ ଘଟଣା, ୫ ବର୍ଷ ହେଲା ପାଣି ଭିତରେ ରହୁଛନ୍ତି ୧୬ ବର୍ଷୀୟ ଇକ୍‌ବାଲ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଛୋଟ ଗାଁ ବେଲଡାଙ୍ଗ ବାସିନ୍ଦା ଜଣେ ୧୬ ବର୍ଷୀୟ ବାଳକକୁ ନେଇ ସବୁଠି ଚର୍ଚ୍ଚା । ଇକବାଲ ଶେଖ ନାମକ ଏହି ବାଳକ ଦିନ-ରାତି ପୋଖରି ଭିତରେ ରହୁଛନ୍ତି । ଇକ୍‌ବାଲଙ୍କ କହିବା ଅନୁସାରେ, ପାଣିରୁ ବାହାରକୁ ଆସିଲେ ତାଙ୍କ ଶରୀରରେ ଜଳାପୋଡ଼ା ଭଳି ଅସୁବିଧା…