ଶ୍ରୀମନ୍ଦିରରେ ଦୂର ହେବ କାଠ ସଙ୍କଟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ଆଉ ରହିବନି କାଠର ସଙ୍କଟ। କାଠ ସଙ୍କଟକୁ ନେଇ  ତତ୍ପର ହୋଇଉଠିଛି ପ୍ରଶାସନ। କାଠ ସମସ୍ୟା କିଭଳି ଦୂର ହେବ ସେନେଇ ସୁଆର ମହାସୁଆର ନିଯୋଗ ସହିତ ବୈଠକ କରିଥିଲେ ପୁରୀ ଜିଲ୍ଲାପାଳ।ତେବେ କାଠ ସମସ୍ୟା ଦୂର ପାଇଁ…

ଲାଞ୍ଚ ନେଉଥିଲେ ରାଜସ୍ୱ ନିରୀକ୍ଷକ, ଧରିଲା ଭିଜିଲାନ୍ସ

ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ। ସୂଚନାନୁଯାୟୀ, ଜଣେ ବ୍ୟକ୍ତି ନିଜ ଜେଜେ ବାପାଙ୍କ ନାମରେ ଜମିର ପଟ୍ଟା…

ସୁନା-ରୁପା ଦରରେ ଆଜି କ’ଣ ରହିଛି ଅପଡେଟ୍?

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୯୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୮୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୧,୯୫୦ ଟଙ୍କାକୁ…

କାରରେ ଆସି ମିଠା କିଣିଲେ !ଦୋକାନର କ୍ୟାସ୍ ପେଡିରୁ ଟଙ୍କା ଚୋରି କରିନେଲେ ମହିଳା

ଭୁବନେଶ୍ୱର (ରାଜ୍ୟ କାହାଣୀ )କାରରେ ଆସିଲେ, ମିଠା କିଣିଲେ। ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଦୋକାନର କ୍ୟାସ୍ ପେଡିରେ ବୁଲାଇଲେ କଳାକନା। ସିସିଟିଭିରେ କଏଦ ହୋଇଛି କ୍ୟାସ୍ କାଉଣ୍ଟରରୁ ଚୋରି ସମୟର ଦୃଶ୍ୟ। ଘଟଣା ଘଟିଛି ରାଜଧାନୀ ଲିଙ୍ଗିପୁର ଟ୍ରାଫିକ ଛକରେ ଥିବା ଏକ ମିଠା…

ବାହା ହେଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ବାହା ହେଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ |ରୋନାଲ୍‌ଡୋ ବହୁଦିନର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ଆନୁଷ୍ଠାନିକ ଭାବେ ଜୀବନସାଥୀ କରିଛନ୍ତି । ମଙ୍ଗଳବାର କାସାଇସ୍‌ରେ ଗୋପନୀୟ ଭାବେ ଏକ ନିରାଡମ୍ବର ଉତ୍ସବରେ ରଡ୍ରିଗ୍ସଙ୍କ ସହ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି…

ଚେନ୍ନାଇ ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଇଂଜିନ ଖରାପ ଥିବା ସୂଚନା

ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ ବର୍ତ୍ତି ଯାଇଛି। କିନ୍ତୁ ଦିଲ୍ଲୀ ଏୟାରପୋର୍ଟ ପରି ଆଜି ଚେନ୍ନାଇ ଏୟାରପୋର୍ଟରେ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏୟାରପୋର୍ଟ…

ଆଜି ବର୍ଷର ଦ୍ୱିତୀୟ ତଥା ଶେଷ ପୂର୍ଣ୍ଣ ସୂର୍ଯ୍ୟପରାଗ , ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ

ଆଜି ବର୍ଷର ଦ୍ବିତୀୟ ତଥଶ ଶେଷ ପୂର୍ଣ୍ଣ ସୂର୍ଯ୍ୟପରାଗ । ଭାରତରେ ହେବନାହିଁ ଦୃଶ୍ୟମାନ, ମନ୍ଦିର ମାନଙ୍କରେ ସ୍ବାଭାବିକ ରହିବ ଦେବନୀତି । ୯ଟା ୪ ମିନିଟରୁ ଏହି ସୂର୍ଯ୍ୟପରାଗ ଆରମ୍ଭ । ଏହାର ସମାପ୍ତି ତାରିଖ ବଦଳି ଅଗଷ୍ଟ ୧୩ ତାରିଖ ଭୋର ୧:୨୭ ମିନିଟ୍ରେ ହେବ । ଅର୍ଥାତ୍ ଯେତେବେଳେ ଏହି…

ଭୁବନେଶ୍ୱରରୁ ଅପହରଣ। ଯାଜପୁରରେ ଦୁଷ୍କର୍ମ

ଭୁବନେଶ୍ୱର (ରାଜ୍ୟ କାହାଣୀ )ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ । ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯାଜପୁର ଅଞ୍ଚଳର ଅଭିଯୁକ୍ତ ନିରଞ୍ଜନ ମଳିକକୁ ଗିରଫ କରାଯାଇଛି। …

ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ

ଆଜି ଅଗଷ୍ଟ ୧୨, ବିଶ୍ୱ ହସ୍ତୀ ଦିବସ । ହାତୀ ପ୍ରତି ଭଲପାଇବା, ସଚେତନତା ସୃଷ୍ଟି କରିବା ଏବଂ ଏହି ବିଶାଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସାରା ବିଶ୍ୱରେ ଆଜିର ଦିନଟି ପାଳନ କରାଯାଉଛି । ବିଶ୍ୱ ହସ୍ତୀ ଦିବସ ୨୦୧୨ ମସିହା ଅଗଷ୍ଟ ୧୨ରେ ଆରମ୍ଭ ହୋଇଥିଲା ।। ହାତୀମାନଙ୍କ ପାଇଁ ଉପଯୁକ୍ତ…

ଆଲୋଚନାଚକ୍ର ସ୍ବାଧୀନତା ଏବଂ ରାଷ୍ଟ୍ର ନିର୍ମାଣରେ ସ୍ବାଧୀନତା ସଂଗ୍ରାମୀଙ୍କ ଆହ୍ବାନ ନିଶାମୁକ୍ତ ଭାରତ ଗଠନ ଆମ ଲକ୍ଷ୍ୟ…

ଭୁବନେଶ୍ବର, ରାଜ୍ୟ କାହାଣୀ: ୮ସ୍ୱାଧୀନତା ଦିବସ ଉପଲକ୍ଷେ ମଙ୍ଗଳବାର ଜୟଦେବ ଭବନରେ ସାଂସ୍କୃତିକ ଉତ୍ସବ ଆୟୋଜିତ ହୋଇଛି୤ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟ ଏବଂ ଓଡ଼ିଶା ସଂସ୍କୃତି ସୁରକ୍ଷା ଟ୍ରଷ୍ଟ ଓ ବେଷ୍ଟ ଟ୍ରଷ୍ଟର ମିଳିତ ଉଦ୍ୟମରେ ଆୟୋଜିତ ଏହି…