ପଞ୍ଜୁରୀ ଭିତରେ ନାଗ । ପକ୍ଷୀ ଖାଇବାକୁ ଆସି ଫସିଲା ନାଗ ସାପ
କଟକ ବାଙ୍କୀର ଇଲେଟ୍ରିକ୍ ଅଫିସ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଚଢ଼େଇ ପଞ୍ଜୁରୀ ଭିତରେ ନାଗ ସାପ ପଶିଯାଇଛି। ଦୁଇଟି ଚଢ଼େଇକୁ ଶିକାର କରିବା ସହ ପଞ୍ଜୁରୀ ଭିତରେ ପଶି ଫଁ ଫଁ କରି ରୌଦ୍ର ରୂପ ଦେଖାଇଛି। ସୂଚନା ଅନୁଯାୟୀ, ବାଙ୍କୀ ବଜାର ନିକଟସ୍ଥ ପ୍ରଶାନ୍ତ ମିଶ୍ରଙ୍କ ଘରେ ଗତକାଲି ଅପରାହ୍ନ!-->…