ଡିଜିପି ନିଯୁକ୍ତିରେ ବେନିୟମ କାମ ହୋଇନି: ଏଜି
ଭୁବନେଶ୍ଵର (ରାଜ୍ୟ କାହାଣୀ) ଓଡିଶା ସରକାର ଡିଜିପି ନିଯୁକ୍ତି ନେଇ କୌଣସି ବେନିୟମ କାମ କରିନାହାନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବରୁ ପ୍ରକାଶ ସିଂଙ୍କ ମାମଲା ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି । ଏନେଇ କୋର୍ଟରେ ବଳିଷ୍ଠ ଯୁକ୍ତି ବାଢିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଚାକିରି ସର୍ତ୍ତାବଳୀ!-->…