ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ଜନତା ପାର୍ଟି’ ଆକାଉଣ୍ଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ‘ଦିମାଗି ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ 'ଦିମାଗି ନକ୍ସଲ ଜନତା ପାର୍ଟି' (DNJP) ନାମରେ ଏକ ନୂତନ X ଆକାଉଣ୍ଟ ସାମ୍ନାକୁ ଆସିଛି । ଆକାଉଣ୍ଟର ପ୍ରାରମ୍ଭିକ ପୋଷ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ପୋଷ୍ଟରେ!-->…