ଅନଲାଇନ୍ ଟାକ୍ସି ଚାଳକଙ୍କ ଉନ୍ମତ୍ତକାଣ୍ଡ: ୫୦ରୁ ଅଧିକ ଗିରଫ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜଧାନୀ ଭୁବନେଶ୍ବରରେ ଅନଲାଇନ୍ ଚାଳକ ମିଳିତ ମଞ୍ଚର ଆନ୍ଦୋଳନ ବେଳେ ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଛି । ଆଜି (ବୁଧବାର) ଓଲା, ଉବେର ଓ ରାପିଡୋ ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ରାଜଧାନୀର ମୁଖ୍ୟ ରାସ୍ତା ପ୍ରାୟତଃ ଅଚଳ ହୋଇପଡିଥିଲା । ଆନ୍ଦୋଳନର ତୃତୀୟ!-->…