ଗିରଫ ହେବ ବିଦେଶୀ ଜାହାଜ । “ଏମଟି ୟୁନିଟ” କୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଗିରଫ ହେବ ବିଦେଶୀ ଜାହାଜ । “ଏମଟି ୟୁନିଟ” କୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପରେ ଥିବା ବିଦେଶୀ ଜାହାଜ “ଏମଟି ୟୁନିଟ” କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋଗ୍ଲାସି ଇନସୁ୍ୟରାନ୍ସ…

ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ମୋର ଭୂମିକା ନାହିଁ !ମୋତେ ଛନ୍ଦି ଦିଆଯାଇଥିଲା : ଆଜାଦ୍‌

ଭୁବନେଶ୍ୱର (ରାଜ୍ୟ କାହାଣୀ )'ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା| ଦୀର୍ଘ 15 ବର୍ଷ 2 ମାସ ଧରି ଜେଲରେ ରହି ମୁକୁଳିବା ପରେ ପ୍ରଥମ ବୟାନ ଦେଇଛନ୍ତି ଡୋନା କେଶବ ରାଓ ଓରଫ ଆଜାଦ୍‌ ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ଆଜାଦଙ୍କୁ ପ୍ରମାଣ ଅଭାବରୁ…

ସମ୍ପତ୍ତିରୁ ସନ୍ତାନଙ୍କୁ ବେଦଖଲ କରିପାରିବେ ମାତାପିତା ; ଆହ୍ଲାବାଦ ହାଇକୋର୍ଟ ରାୟ ସୁପ୍ରିମକୋର୍ଟରେ ଖାରଜ

ବୃଦ୍ଧ ବାପା-ମାଆଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଣ୍ଟସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ, ୨୦୦୭ ଅନୁଯାୟୀ, ଗଠିତ ଟ୍ରିବ୍ୟୁନାଲ୍‌ର ଅଧିକାର କେବଳ ବୃଦ୍ଧଙ୍କୁ ଭରଣପୋଷଣ ଦେବାରେ ସୀମିତ ନୁହେଁ।…

“ବନ୍ଦେ ମାତରମ’ର କେବଳ ଦୁଇଟି ପଦ ଗାଇବା ନିଷ୍ପତ୍ତିରେ କଂଗ୍ରେସ ଅଟଳ, କଡ଼ା ସମାଲୋଚନା କଲା ବିଜେପି

ବନ୍ଦେ ମାତରମ୍‌କୁ ନେଇ ରାଜନୈତିକ ବିବାଦ ଜାରି ରହିଛି। କଂଗ୍ରେସ ଦଳ ସ୍ପଷ୍ଟ କରିଛି ଯେ ଏହା ଭବିଷ୍ୟତରେ ସମସ୍ତ ଦଳୀୟ କାର୍ୟ୍ୟକ୍ରମରେ କେବଳ ପ୍ରଥମ ଦୁଇଟି ପଦ ଗାଇବ। ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ୟ୍ୟକାରିଣୀର ଚାରି ଘଣ୍ଟାର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶାସକ ଭାରତୀୟ…

ଋଣ ମାମଲାରେ ଟ୍ରୋଲ୍ କରୁଥିବା ଲୋକଙ୍କୁ ରାଜପାଲ୍ ଯାଦବଙ୍କ କଡ଼ା ଜବାବ

ରାଜପାଲ୍ ଯାଦବ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ହାସ୍ୟ ଅଭିନେତା । ସେ ହିନ୍ଦୀ ସିନେମାରେ ତାଙ୍କର ଅନନ୍ୟ ଅଭିନୟ ଏବଂ ହାସ୍ୟରସ ପାଇଁ ଖୁବ୍ ଲୋକପ୍ରିୟ । ଏବେ ସେ କିଛି ଆଇନଗତ ଓ ବ୍ୟକ୍ତିଗତ ମାମଲା (ଯେପରିକି ଚେକ୍ ବାଉନ୍ସ ସମସ୍ୟା) କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି |ନିକଟରେ ୫ କୋଟି…

ଚିନି ଦର ବଢ଼ିବାରୁ ବଢ଼ିଲା ଚିନ୍ତା, ସରକାର ଲାଗୁ କଲେ ନୂଆ ନିୟମ

ଭାରତୀୟ ଖାଦ୍ୟରେ ଚିନିର ଗୁରୁତ୍ୱ ଅଧିକ। ସକାଳର ଚା’ଠାରୁ ଆରମ୍ଭ କରି ମିଠା, ପିଠାପଣା ଓ ବିଭିନ୍ନ ଖାଦ୍ୟରେ ଚିନିର ବ୍ୟବହାର ହୋଇଥାଏ । ତେବେ ଚିନିର ଦର ବୃଦ୍ଧି ଓ ଆଗାମୀ ପାର୍ବଣ ଋତୁରେ ଚାହିଦା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଷ୍ଟକ୍‌ ନିୟମକୁ କଡ଼ା କରିଛନ୍ତି । ନୂଆ ନିୟମ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ

ଇରାନକୁ ନେଇ ଆମେରିକାର ଚାପ ଆହୁରି ବଢ଼ିବାକୁ ଯାଉଛି । ଇରାନକୁ ଆର୍ଥିକ କିମ୍ବା ସାମଗ୍ରୀ ସହାୟତା କରୁଥିବା ଦେଶଗୁଡ଼ିକୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ, ଟ୍ରମ୍ପ ଘୋଷଣା କରିଛନ୍ତି…

ଆଜି ବିଶ୍ଵ ମଶା ଦିବସ

୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ଆଜିର ଦିନରେ ‘ବିଶ୍ୱ ମଶା ଦିବସ’ ପାଳନ…

ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ବିଲ୍ ସଂସଦରେ ପାରିତ ହୋଇଛି । ଏହା ଓଡ଼ିଶାର ଅର୍ଥନୀତିକୁ ବିପଦକୁ ଠେଲିଛି । ଆଗକୁ ଓଡ଼ିଶା କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ବୋଲି ସେ ସତର୍କ କରାଇ…

ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଡିସେମ୍ବରରେ ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ…