ଆଜି ବିଶ୍ୱ ଫଟୋଗ୍ରାଫି ଦିବସ
ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ World Photography Day ପାଳନ କରାଯାଏ। ଏହା ଫଟୋଗ୍ରାଫରମାନଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ସମାଜରେ ଫଟୋଚିତ୍ରର ମହତ୍ତ୍ୱ ବୁଝାଇବା ପାଇଁ ପାଳନ କରାଯାଏ। ୧୮୩୯ ମସିହାରେ ଫ୍ରାନ୍ସର ଲୁଇସ୍ ଡାଗୁଏରେ ଏବଂ ଜୋସେଫ୍ ନିସେଫୋରେ ନିପ୍ସ 'ଡାଗୁଏରୋଟାଇପ୍'!-->…